Posted inଜାତୀୟ

ଅକ୍ସିଜେନ୍‌ ଓ ମେଡିକାଲ କିଟ୍‌ ସହ ଯାତ୍ରା ମାର୍ଗରେ ମୁତୟନ ହେଲେ ଆଇଟିବିପିର ଯବାନ

ନୂଆଦିଲ୍ଲୀ,୧।୭: ମହାଦେବଙ୍କ ଦର୍ଶନ ପାଇଁ ପହଞ୍ଚିଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଆଇଟିବିପି ନିଜର ୫ହଜାରରୁ ଊର୍ଦ୍ଧ୍ୱ ଯବାନଙ୍କୁ ଅମରନାଥ ଯାତ୍ରା ମାର୍ଗରେ ମୁତୟନ କରିଛି। ଚଳିତ ଥର ଶ୍ରଦ୍ଧାଳୁଙ୍କ ପାଖକୁ ମେଡିକାଲ ହେଲ୍ପ ପହାଇବା ପାଇଁ ଆଇଟିବିପି ଯବାନଙ୍କୁ ବେସିକ୍‌ ପାରା ମେଡିକାଲ ଟ୍ରେନିଂ ଦିଆଯାଇଛି। ଏଥିସହ ଅମରନାଥ ଯାତ୍ରା ରାସ୍ତାରେ ମୁତୟନ ଥିବା ଯବାନଙ୍କୁ ମେଡିକାଲ କିଟ୍‌ ସହ ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡର ମଧ୍ୟ ଦିଆଯାଇଛି। ଯାହାଦ୍ୱାରା ପାର୍ବତ୍ୟାଞ୍ଚଳରେ ଅଧିକ ଉଚ୍ଚ ଅଞ୍ଚଳ ଗୁଡିକରେ ଅମ୍ଲଜାନର ଅଭାବ ହେଲେ ଶ୍ରଦ୍ଧାଳୁଙ୍କୁ ତୁରନ୍ତ ମେଡିକାଲ ସାହାଯ୍ୟ ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କ ଧର୍ମପୀଠରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା, ରାଷ୍ଟ୍ରପତିଙ୍କ ସହ ଏକାଠି କଲେ ଦର୍ଶନ

ବାରିପଦା, ୨୦।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମାଜର ଆସ୍ଥା ଓ ପରମ୍ପରାର ପ୍ରତୀକ ପାହାଡ଼ପୁରସ୍ଥିତ ଗୋଷାଣୀ ପୀଠରେ ପହଞ୍ଚି…

ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକ୍ୱାଣ୍ଡୋ ପ୍ରତିଯୋଗିତାରେ ସୀମାନ୍ତ ତାରକାଙ୍କ ସଫଳତା

ପାତ୍ରପୁର/ଦିଗପହଣ୍ଡି, ୧୯।୬ (ଉମା ଚରଣ ନେପାକ/ଅଶେଷ ନାଥ ମିଶ୍ର): କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକ୍ୱାଣ୍ଡୋ ପ୍ରତିଯୋଗିତାରେ ସୀମାନ୍ତ ତାରକାମାନେ…

୬୦ ବର୍ଷରେ ସାତଫେରା, ହୋଟେଲ ନୁହେଁ କି ମଣ୍ଡପ ନୁହେଁ, ଏଇଠି ଏହିଦିନ ଗୌରୀଙ୍କୁ ତୃତୀୟ ବିବାହ କରିବେ ଆମିର, ଜାଣନ୍ତୁ ତାରିଖ

ମୁମ୍ବାଇ,୨୦।୬: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ପ୍ରକୃତରେ, ଅଭିନେତା ଏବଂ ତାଙ୍କ ପ୍ରେମିକା ଗୌରୀ…

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

G7 ବୈଠକରେ ଟ୍ରମ୍ପ କାହିଁକି କହିଲେ I’m the Boss? ଜବାବ ଦେଇ କହିଲେ…

ଓ୍ବାଶିଂଟନ,୨୦।୬: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ନେତାମାନଙ୍କୁ କହିଥିଲେ, “ମୁଁ ହେଉଛି ବସ୍।” ଏହା ଭାଇରାଲ ହେବା…

ହର୍ମୁଜ ପାଇଁ ଇରାନର ନୂତନ ନିୟମ: ବିନା ଅନୁମତିରେ କରିପାରିବ ନାହିଁ ଜାହାଜ ଚଳାଚଳ – ବିଶ୍ୱ ବାଣିଜ୍ୟ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ତେହରାନ,୨୦।୬: ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ସମ୍ପ୍ରତିକ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ କାର୍ଯ୍ୟକଳାପ…

ପ୍ରଧାନମନ୍ତ୍ରୀଙ୍କୁ ନିଜ ଗାଁ ବୁଲାଇବେ ରାଷ୍ଟ୍ରପତି

ବାରିପଦା,୨୦ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ଶନିବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର ଗାଁ ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଶାଶୁଘର…

ବିଶ୍ୱର ସବୁଠାରୁ ଚମତ୍କାର ନେତା କିଏ? ଟ୍ରମ୍ପ ଦେଲେ ଏମିତି ଉତ୍ତର ପାକିସ୍ତାନକୁ ଲାଗିବ ଜୋରଦାର ଝଟକା!

ଓ୍ବାଶିଂଟନ,୨୦।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ଉଭୟ ନେତାଙ୍କୁ ସେ ସବୁଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri