World Laughter Day 2025: ବିଶ୍ୱ ହସ ଦିବସ; ୧୫ ମିନିଟ୍‌ ହସ ଦହନ କରିଥାଏ ୪୦ କ୍ୟାଲୋରି, ଜାଣନ୍ତୁ…

୧୯୯୮ ମେ’ ୧୦ରେ ମୁମ୍ବାଇଠାରେ ଡା. ମଦନ କାଟାରିଆଙ୍କ ତତ୍ତ୍ୱାବଧାନରେ ପ୍ରଥମେ ବିଶ୍ୱ ହସ ଦିବସ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମେ’ ପ୍ରଥମ ରବିବାରକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତବର୍ଷ ଏହି ଦିବସ ଲାଗି ଥିମ୍‌ ରହିଛି ‘ସ୍ବାସ୍ଥ୍ୟ, ଶାନ୍ତି ଏବଂ ଖୁସି ପାଇଁ ହସ’। ୧୫ ମିନିଟ୍‌ର ହସ ୪୦ କ୍ୟାଲୋରି ପର୍ଯ୍ୟନ୍ତ ଦହନ କରିଥାଏ ଏବଂ ଏହା ଶାରୀରିକ ଓଜନ କମାଇବା ତଥା ସୁସ୍ଥ ରହିବାରେ ସହାୟକ ହୋଇଥାଏ। ପ୍ରଖ୍ୟାତ … Continue reading World Laughter Day 2025: ବିଶ୍ୱ ହସ ଦିବସ; ୧୫ ମିନିଟ୍‌ ହସ ଦହନ କରିଥାଏ ୪୦ କ୍ୟାଲୋରି, ଜାଣନ୍ତୁ…