ଏଫଏମ କଲେଜ ଘଟଣା: ରାଗିଗଲେ ସୋଫିଆ, କହିଦେଲେ ବଡ଼କଥା

ବାଲେଶ୍ୱର,୧୩।୭: ଫକୀର ମୋହନ ଅଟୋନୋମସ କଲେଜରେ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବାବେଳେ ସରକାର ଏହାକୁ ନେଇ ନିଘୋଡ଼ ନିଦରେ ରହିଛନ୍ତି। ସୋଫିଆ କହିଛନ୍ତି, “ଆଉ କେତେ ମହିଳାଙ୍କ ଉପରେ ଅତ୍ୟାଚାର ହେଲେ ଏ ସରକାରର ନିଦ ଭାଙ୍ଗିବ? ଯେତେବେଳେ ପୀଡ଼ିତା … Continue reading ଏଫଏମ କଲେଜ ଘଟଣା: ରାଗିଗଲେ ସୋଫିଆ, କହିଦେଲେ ବଡ଼କଥା