ଦୋମୁହାଁ ଖେଳରେ ବିଜେଡି ଆଗୁଆ: ଜାଣନ୍ତୁ ବିଧାନସଭାରେ କ’ଣ ଘଟିଲା…

ଭୁବନେଶ୍ୱର, ୨୦।୯ (ସୁନିତ୍‌ ମିଶ୍ର):କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଅନ୍ୟମାନଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ସମ୍ପର୍କିତ ନୋଟିସ ହସ୍ତଗତ ହୋଇଛି। ହେଲେ ଗୃହ ବର୍ତ୍ତମାନ ସ୍ବାଭାବିକ ସ୍ଥିତିରେ ନାହିଁ। ସ୍ବାଭାବିକ ସ୍ଥିତି ନ ଫେରିବା ପର୍ଯ୍ୟନ୍ତ ଅନାସ୍ଥା ନୋଟିସ ଗୃହରେ ଆଗତ କରିବା ସମ୍ଭବ ନୁହେଁ ବୋଲି ଶୁକ୍ରବାର ବାଚସ୍ପତି ସୁରମା ପାଢ଼ୀ ସୂଚନା ଦେଇଛନ୍ତି। ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେଡି ସଦସ୍ୟମାନେ ଗୃହର … Continue reading ଦୋମୁହାଁ ଖେଳରେ ବିଜେଡି ଆଗୁଆ: ଜାଣନ୍ତୁ ବିଧାନସଭାରେ କ’ଣ ଘଟିଲା…