ବାଂଲାଦେଶ କରୁଛି ବଡ଼ ଯୁଦ୍ଧ ପ୍ରସ୍ତୁତି, ଜାଣନ୍ତୁ କାହାସହ?

ଢାକା, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାଂଲାଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏକ ସାମ୍ପ୍ରତିକ ଖବର ଅନୁଯାୟୀ, ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଓାକାର ଉଜ ଜମାନ ନିକଟରେ ଅନେକ ସେନା ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ବାଂଲାଦେଶ ସେନା ମିଆଁମାର ସୈନ୍ୟବାହିନୀ ବିରୋଧରେ ଆରାକାନ ଆର୍ମୀର ସାମରିକ ଅଭିଯାନକୁ ସମର୍ଥନ କରିବା ପାଇଁ ଲଜିଷ୍ଟିକ ଓ ସାମଗ୍ରୀ … Continue reading ବାଂଲାଦେଶ କରୁଛି ବଡ଼ ଯୁଦ୍ଧ ପ୍ରସ୍ତୁତି, ଜାଣନ୍ତୁ କାହାସହ?