ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ବର୍ଷେ ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ, ହୋଇଗଲା ସତ…

ଅହମ୍ମଦାବାଦ,୧୩।୬: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୁର୍ଘଟଣା ହେବା ନେଇ ବର୍ଷେ ପୂର୍ବରୁ ଭବିଷ୍ୟବାଣୀ ହୋଇଥିବା ଏବେ ସାରା ଦେଶରେ ଚହଳ ପଡିଛି। ଜୁନ ୫ରେ ଭବିଷ୍ୟବକ୍ତା ଶର୍ମିଷ୍ଠା ଏକ ଟ୍ବିଟରେ ବିମାନ ଦୁର୍ଘଟଣା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ଅସ୍ଥିରତା ସମ୍ପର୍କରେ ସତର୍କ କରିଥିଲେ। ଏହି ଟ୍ବିଟ ସେତେବେଳେ … Continue reading ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ବର୍ଷେ ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ, ହୋଇଗଲା ସତ…