ଆମେରିକୀୟଙ୍କୁ ହିଁ ଆମେରିକାରୁ ତଡ଼ିବେ ଟ୍ରମ୍ପ, କହିଦେଲେ ନାଁ

ଓ୍ବାଶିଂଟନ,୨ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଆକ୍ସନ ନେବାକୁ ଯାଉଛନ୍ତି। ଟ୍ରମ୍ପ କିଛି ଆମେରିକୀୟ ନାଗରିକଙ୍କୁ ଦେଶରୁ ବହିଷ୍କାର କରିବାକୁ ସମର୍ଥନ କରି ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଯେଉଁମାନେ ‘ବେସବଲ ବ୍ୟାଟ୍‌ରେ କାହାକୁ ଆଘାତ କରିବା’ ଭଳି ଗମ୍ଭୀର ଅପରାଧ କରିଛନ୍ତି, ସେମାନଙ୍କୁ ଆମେରିକାରୁ ବାହାର କରାଯିବା ଉଚିତ୍‌। ଯଦିଓ ସେମାନେ ଏଠାରେ ଜନ୍ମଗ୍ରହଣ କରିଛନ୍ତି। ଫ୍ଲୋରିଡ଼ାର ଏକ ପ୍ରବାସୀ ଅଟକ କେନ୍ଦ୍ର ପରିଦର୍ଶନ ସମୟରେ ଟ୍ରମ୍ପ କହିଛନ୍ତି, ଏହି … Continue reading ଆମେରିକୀୟଙ୍କୁ ହିଁ ଆମେରିକାରୁ ତଡ଼ିବେ ଟ୍ରମ୍ପ, କହିଦେଲେ ନାଁ