ଭୁବନେଶ୍ୱର,୧।୩: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । କାଳିଆ ଯୋଜନାକୁ ନେଇ ବଡ ଘୋଷଣା କରାଯିବା ପରେ ଏବେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ। କାଳିଆ ଯୋଜନାକୁ ନେଇ ନିକଟରେ ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା । ଚଳିତ ବର୍ଷ କେଣସି ସମୟରେ ଚାଷୀଙ୍କ ଆକାଉଣ୍ଟକୁ କାଳିଆ କିସ୍ତି ଟଙ୍କାଆସିପାରେ ବୋଲି କ୍ୟାବିନେଟର ନିଷ୍ପତ୍ତି ନିଆଯାଇଥିଲା। ହାସହ ସବୁଠାରୁ ବଡ଼ କଥା ହେଉଛି କାଳିଆ ଯୋଜନା ଆହୁରି ୩ ବର୍ଷ ବଢିଛି । … Continue reading ଏହି ଦିନ ମିଳିବ କାଳିଆ ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed