NICLରେ ଏଓ-ଆସିଷ୍ଟାଣ୍ଟ ଭ୍ୟାକାନ୍ସି: କରନ୍ତୁ ଏଭଳି ଆବେଦନ… ନୂଆଦିଲ୍ଲୀ,୨୨।୧ : ସରକାରୀ ଚାକିରି ପାଇବା ପାଇଁ ସ୍ନାତକ ହାସଲ କରିଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ରହିଛି। ନ୍ୟାଶନାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ (ଏଆଇସିଏଲ) ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ସମ୍ପ୍ରତି ୨୭୪ ଆଡମିନିଷ୍ଟ୍ରେଟିଭ...