Tag Archives: Home Middle

ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ହିଂସା ଉପରେ ନୀରବତା ଭାଙ୍ଗିଲେ ୟୁନୁସ୍‌, କହିଲେ ସେମାନେ କ’ଣ ଆମ…

ଢାକା,୧୧ା୮: ବାଂଲାଦେଶର କାମଚଳା ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସ ରବିବାର ସଙ୍କଟ ଜନିତ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ମହମ୍ମଦ ୟୁନୁସ୍‌ ଚେତାବନୀ ଦେଇ କହିଛନ୍ତି ଯେ, ସଂଖ୍ୟାଲଘୁଙ୍କ ଉପରେ...

ସଞ୍ଜୟ ସିଂଙ୍କ ବଡ଼ ବୟାନ: ଯେତେଦିନ ପର୍ଯ୍ୟନ୍ତ ମୋଦି ପଦରେ ରହିଥିବେ ସେତେଦିନ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୧ା୮: ହିଣ୍ଡେନବର୍ଗର ନୂଆ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିବା ପରେ ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ କେନ୍ଦ୍ର ସରକାର, ସେବି ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନିଷ୍ଠ ବନ୍ଧୁଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି।...

ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍‌ର ପ୍ରଥମ ପ୍ରତିକ୍ରିୟା, ମାଧବୀ ପୁରୀ ବୁଚ୍‌ଙ୍କ ସହ କୌଣସି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୮: ଆମେରିକାର ଶର୍ଟ ସେଲର ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ଆସିଥିବା ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍‌ ଏହାର ପ୍ରଥମ ପ୍ରତିକ୍ରିୟା ଦେଇଛି। ଆଦାନି ଗ୍ରୁପ ରବିବାର...

ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତଥିଲେ ରାହୁଲ ଗାନ୍ଧୀ, ୧୯୮୯ରେ ଦେଶରେ ପଡିଥିଲା ଚହଳ

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକର ଭାରତରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମନୁ ଭାକରଙ୍କୁ ଭେଟିଛନ୍ତି। ମନୁ ଭାକରଙ୍କ ସହ ତାଙ୍କ...

ଆଦାନୀଙ୍କୁ ନେଇ ସାଂଘାତିକ ଖୁଲାସା, ହିଣ୍ଡେନବର୍ଗର ଚାଞ୍ଚଲ୍ୟକର ତଥ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୮: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ହ୍ବିସିଲବ୍ଲୋୟରମାନଙ୍କ ଦସ୍ତାବିଜ ଆଧାରରେ ଶନିବାର ଏକ ନୂଆ ରିପୋର୍ଟ ପ୍ରକାଶ କରିଛି। ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ତାଙ୍କ ସ୍ବାମୀ ଧବଳ...

ଭିନେଶ ଫୋଗଟ୍‌ଙ୍କୁ ନେଇ ଆସିଲା ବଡ଼ ଖବର, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୧।୮: ଘୁଞ୍ଚିଲା ରେସଲର୍‌ ଭିନେଶ ଫୋଗଟ୍‌ଙ୍କ ପଦକ ଆବେଦନର ଶୁଣାଣି। ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ ସେ ନେଇ ରବିବାର ରାତିରେ ରାୟ ଆସିବାର ଥିଲା। ମାତ୍ର ଶୁଣାଣି ଦିନକୁ ଘୁଞ୍ଚାଇ...

ଦାରିଙ୍ଗବାଡ଼ି ବିଡିଓଙ୍କ ଫୋନ୍‌ ନମ୍ବର ହ୍ୟାକ୍‌, ପିଏମ୍‌ କିଷାନ ଆପ୍‌ ଇନ୍‌ଷ୍ଟଲ କରିବାକୁ ହ୍ୟାକର୍‌ କରୁଛନ୍ତି ନିବେଦନ

ଦାରିଙ୍ଗବାଡ଼ି,୧୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କ ମୋବାଇଲ ନଂ ୯୪୩୮୩୫୪୫୬୬କୁ କୌଣସି ହ୍ୟାକର ହ୍ୟାକ୍‌ କରିନେଇଛନ୍ତି। ବିଡିଓ ଯେଉଁସବୁ ସାମାଜିକ ଗଣମାଧ୍ୟମରେ ଅଛନ୍ତି ସେଗୁଡ଼ିକରେ ହ୍ୟାକର ଜଣକ ପିଏମ୍‌ କିଷାନ ଆପ୍‌କୁ ପୋଷ୍ଟ କରି ଉକ୍ତ...

ଅଗଷ୍ଟ ୧୫ରେ ସୁଭଦ୍ରା ଯୋଜନା ପାଇଁ ଆସିବ ଏସ୍‌ଓପି, ଜାଣନ୍ତୁ ଏଥିରୁ କେଉଁମାନେ ପଡ଼ିବେ ବାଦ୍‌

ଭୁବନେଶ୍ୱର,୧୦ା୮: ଆସନ୍ତା ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ଆସିବ। ଏହି ଯୋଜନାରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ...

ଜମ୍ମୁ-କଶ୍ମିରରେ ସେନା ଆତଙ୍କବାଦୀ ଗୁଳିମାଡ଼; ଦୁଇ ଯବାନ ଶହୀଦ, ୩ ଆହତ

ନୂଆଦିଲ୍ଲୀ,୧୦ା୮: ଶନିବାର ଜମ୍ମୁ କଶ୍ମିରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳିମାଡ଼ ହୋଇଛି। ଅପରାହ୍ନରେ ଘଟିଥିବା ଏହି ଗୁଳିମାଡ଼ରେ ଦୁଇ ସୈନିକ ଶହୀଦ ହୋଇଥିବାବେଳେ ତିନିଜଣ ସୈନିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି।...

ପୂର୍ତ୍ତବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୦ା୮: କଟକ (ରାସ୍ତା ଓ ଗୃହନିର୍ମାଣ) ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରଥଙ୍କୁ...

ଶସ୍ତା ହେଲା ଆଳୁ; ୧୦୦ ଟଙ୍କାରେ ମିଳୁଛି ତିନି କେଜି

ଭୁବନେଶ୍ୱର,୧୦ା୮: ଓଡ଼ିଶାରେ ସୃଷ୍ଟି ହୋଇଥିବା ଆଳୁ ସଙ୍କଟ ମଧ୍ୟରେ ଗ୍ରାହକମାନେ ଶନିବାର ରାଜଧାନୀ ଭୁବନେଶ୍ୱରରେ ତାଜା ଆଳୁ ଅଧିକ ସୁଲଭ ମୂଲ୍ୟରେ ବିକ୍ରି ହୋଇଛି। ରାଜ୍ୟରେ ଆସିଥିବା ନୂତନ ଷ୍ଟକ୍ ଯୋଗୁଁ ଆଳୁ ତିନି କିଲୋଗ୍ରାମରେ ୧୦୦ ଟଙ୍କାରେ ଉପଲବ୍ଧ...

ହଟିବ ସସ୍‌ପେନ୍ସ, ଭିନେଶଙ୍କୁ ପଦକ ମିଳିବା ନେଇ ଆଜି ରାତିରେ ହିଁ ଆସିବ ବଡ଼ ରାୟ

ନୂଆଦିଲ୍ଲୀ,୧୦ା୮: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ ସେ ନେଇ ଆଜି ଅର୍ଥାତ୍‌ ରବିବାର ରାତିରେ ତାହାର ରାୟ ଆସିବ। ୫୦ କେଜି ରେସଲିଂ ଓଜନ ବର୍ଗରେ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri