Tag Archives: Home Middle

ଲଘୁଚାପ ସୃଷ୍ଟି: ୨ ଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୨୬ା୮(ଅନୁରାଧା ମହାରଣା):ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ରବିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଦେଇ ଗତି କରିବ। ସେହିପରି ମନସୁନ୍‌ ଟ୍ରପ୍‌ ଲାଇନ୍‌...

ଜେଲ ଭିତରେ ଡି ବ୍ରଦର୍ସଙ୍କ ସ୍ମାର୍ଟଫୋନ୍‌:ଖେଳିଗଲା ହଇଚଇ

ବଲାଙ୍ଗୀର,୨୬ା୮(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା କାରାଗାରରୁ ଗତ ଶୁକ୍ରବାର ଜବତ ହୋଇଥିବା ସ୍ମାର୍ଟଫୋନ୍‌ଟି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଡି’ ବ୍ରଦର ତଥା ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍‌ରୁ ମିଳିଥିବା ଜଣାପଡିଛି। ଏହାକୁ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତ ରହୁଥିବା ସେଲ୍‌ ଭିତରକୁ...

ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢ଼େଇ:ଥରିଲେ ସାଧାରଣ ନାଗରିକ

ଜେରୁଜେଲମ୍‌,୨୬ା୮:ଲେବାନନ୍‌ର ଆତଙ୍କବାଦୀ ସଙ୍ଗଠନ ହେଜବୋଲ୍ଲା ଏବଂ ଇସ୍ରାଏଲ ରବିବାର ପରସ୍ପର ଉପରେ ବଡ଼ ଧରଣର ସାମରିକ ଆକ୍ରମଣ ଘୋଷଣା କରିଛନ୍ତି। ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଇସ୍ରାଏଲୀ ସେନାଘାଟିଗୁଡ଼ିକୁ ଟାର୍ଗେଟ କରି ୩୨୦ରୁ ଊର୍ଦ୍ଧ୍ୱ କାଟ୍ୟୁଶା ରକେଟ ମାଡ଼ କରିଛି। ଅନ୍ୟପକ୍ଷେ...

ଜନ୍ମାଷ୍ଟମୀ ନୀତି ସମୟରେ ବନ୍ଦ ରହିବ ଦର୍ଶନ

ପୁରୀ,୨୫ା୮(ଅଜିତ୍‌ କୁମାର ମହାନ୍ତି): ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ସୋମବାର ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଯେଉଟ ଭୋଗ ଲାଗିହେବା ସହ ଗର୍ଭଉଦକ ବନ୍ଦାପନା ନୀତି ସମ୍ପନ୍ନ...

୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ, ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୫।୮: ନିକଟ ଅତୀତରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେଶ ବ୍ୟବହାର...

ବଦଳିପାରେ ହରିୟାଣା ବିଧାନସଭା ନିର୍ବାଚନ ତାରିଖ, ନିର୍ବାଚନ କମିଶନର କରିବେ ବଡ଼ ଘୋଷଣା!

ଚଣ୍ଡିଗଡ,୨୫।୮: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ସୂଚନା ମୁତାବକ ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇପାରେ। ନିର୍ବାଚନ କମିଶନର ଏନେଇ ପୁଣିଥରେ ବିଚାର କରିପାରନ୍ତି। ଶନିବାର ଭାଜପା ନେତା ତଥା ହରିୟାଣା ଭାଜପା ରାଜ୍ୟ ସଭାପତି...

କୋଲକାତା ଘଟଣାକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ କଠୋର ଦଣ୍ଡ…

ନୂଆଦିଲ୍ଲୀ,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବୟାନ ଦେଇଛନ୍ତି। ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ଅପରାଧ କ୍ଷମା ଯୋଗ୍ୟ...

ଆଉଜଣେ ମହିଳା ଡାକ୍ତରଙ୍କୁ ମିଳିଲା ଧମକ, ଆରଜି କଲେଜ ଘଟଣା ପରି ତୁମର ବି…

କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ତେବେ ଏହି ଘଟଣା ପରି ମୁମ୍ବାଇରେ ଏଭଳି ଘଟଣା ଘଟାଇବାକୁ ଉଦ୍ୟମ ସାମ୍ନାକୁ ଆସିଛି। ସାଥେ ନାଗର ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ...

ଡୋନାଲ୍ଡ ଟ୍ରମ୍ପଙ୍କ ଟେନଶନ ବଢାଇଲେ କମଲା ହାରିସ!

ଓ୍ବାଶିଂଟନ,୨୫।୮: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ୱାଶିଂଟନ ଠାରୁ ନ୍ୟୁୟର୍କ ଏବଂ କାଲିଫର୍ନିଆ ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ, ଡେମୋକ୍ରାଟିକ ପାର୍ଟିର କମଲା ହାରିସ...

ରାଜନୀତିକୁ ଆସିବା ପାଇଁ ଚାହୁଁଥିବା ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ଏହି ଗୁରୁମନ୍ତ୍ର, କହିଲେ ରାଜନୈତିକ ପୃଷ୍ଠଭୂମି ବିନା…

ନୂଆଦିଲ୍ଲୀ,୨୫ା୮: ଆଜି ଅଗଷ୍ଟ ୨୫ ଅର୍ଥାତ୍‌ ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହା ‘ମନ୍‌ କି ବାତ୍‌’ର ୧୧୩ ତମ ଏପିସୋଡ୍‌। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୮ ଜୁଲାଇରେ ‘ମନ୍‌...

ଇସ୍ରାଏଲ ଉପରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କଲା ଲେବାନନ

ଜେରୁଜେଲମ୍‌,୨୫ା୮: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ କ୍ରୋଧିତ ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଅତି କମ୍‌ରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କରିଛି। ତେବେ ଆଇରନ ଡୋମ ଉତ୍ତର ଇସ୍ରାଏଲରେ ଲେବାନନ ରକେଟ୍‌କୁ...

ଆରଜି କର ପରେ କୋଲକାତାର ଆଉ ଏକ କଲେଜରେ ତେଜିଲା ବିବାଦ, ମମତାଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

କୋଲକାତା,୨୫।୮: ଆରଜି କର ମାମଲାକୁ ନେଇ ମମତା ସରକାର ବିବାଦରେ ଅଛନ୍ତି। ଏବେ କୋଲକାତାର ଅନ୍ୟ ମେଡିକାଲ କଲେଜଗୁଡିକ ମଧ୍ୟ ମମତାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଛାତ୍ର ଦାବି କରିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri