ମନମୋହନଙ୍କୁ ଭାଜପା ନୁହେଁ ବରଂ କଂଗ୍ରେସ ହିଁ ଅଧିକ ଅପମାନିତ କରିଛି: ସମ୍ବିତ ପାତ୍ର ଭୁବନେଶ୍ୱର,୨୮।୧୨: ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂଙ୍କ ନାଁରେ ସ୍ମାରକୀ ଦାବି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ସ୍ମାରକୀ ପ୍ରତିଷ୍ଠା ଲାଗି ଗୋଟିଏ ପ୍ରୋସିଜିୟର ଅଛି। ଏଥିଲାଗି ଶେଷକୃତ୍ୟକୁ ବିଳମ୍ବ କରାଯାଇପାରି ନ ଥାନ୍ତା। ଶୋକାକୂଳ...