ରସିକିଆ ସମୀର ସାର୍ଙ୍କ ଭିଡିଓ ଭାଇରାଲ, ଜଣାପଡିଲା ଅସଲ ସତ!
ବାଲେଶ୍ୱର,୧୬।୭: ଭାଇରାଲ ହେଲା ରସିକିଆ ସାର୍ଙ୍କ ଭିଡିଓ। ଭିଡିଓ ଭାଇରାଲ ପରେ ଜଣାପଡିଛି ଅସଲ ସତ। ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ସେପଟେ ପଦାକୁ ଆସିଛି ରସିକିଆ ସମୀର ସାର୍ଙ୍କ ଭିଡିଓ। ଜଳିବା ଦିନ କଲେଜ ପ୍ରିନ୍ସପାଲଙ୍କ ଅଫିସରେ ବସିଥିଲା ବଡ଼ ବୈଠକ। ଏହି ବୈଠକରେ ସୌମ୍ୟାଙ୍କ ସମେତ ବରିଷ୍ଠ ଅଧିକାରୀ, ପୋଲିସ ଓ ସମୀର ସାର୍ … Continue reading ରସିକିଆ ସମୀର ସାର୍ଙ୍କ ଭିଡିଓ ଭାଇରାଲ, ଜଣାପଡିଲା ଅସଲ ସତ!
Copy and paste this URL into your WordPress site to embed
Copy and paste this code into your site to embed