ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର ପ୍ରତି ଗୋଚର-ରାଶି ପରିବର୍ତ୍ତନ ସମସ୍ତଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ୨୦୨୫ ମସିହା ମାର୍ଚ୍ଚ ମାସରେ ଶନିଦେବ କୁମ୍ଭ ରାଶିରୁ ଯାଇ ମୀନ ରାଶିରେ ଅବସ୍ଥାନ କରିଥିଲେ । ଶନିଦେବ ଏହି ରାଶିରେ ଆସନ୍ତା ୨୦୨୭ ଯାଏ ରହିବେ । ଏଣୁ ଯେଉଁ ଜାତକର ଜନ୍ମ ରାଶିରେ ଶନି … Continue reading ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…