RSS ନେବ ବଡ଼ ନିଷ୍ପତ୍ତି! ଅଚାନକ ଡାକିଲା ବୈଠକ, ଯୋଗଦେବେ….

ନୂଆଦିଲ୍ଲୀ,୧୬।୮: ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଘୋଷଣା କରିଥିଲା। ଭାରତ ମଧ୍ୟ ଆମେରିକାର ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ କରିଥିଲା। କିନ୍ତୁ, ଏପର୍ଯ୍ୟନ୍ତ ଆମେରିକା ଏହାର ନିଷ୍ପତ୍ତି ପ୍ରତ୍ୟାହାର କରିନାହିଁ କିମ୍ବା ଏହାକୁ ପ୍ରତ୍ୟାହାର କରିବା ବିଷୟରେ କିଛି କହିନାହିଁ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମଧ୍ୟ ଏହି ସମ୍ପୂର୍ଣ୍ଣ ମାମଲାରେ ଅସନ୍ତୋଷ ପ୍ରକାଶ କରିଥିଲା ଏବଂ ଆମେରିକା ଉପରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ କରିଥିଲା। ଏବେ ସଂଘ ଏହି ସମ୍ପର୍କରେ … Continue reading RSS ନେବ ବଡ଼ ନିଷ୍ପତ୍ତି! ଅଚାନକ ଡାକିଲା ବୈଠକ, ଯୋଗଦେବେ….