ଭଞ୍ଜନଗରରେ ଥିବା ଜଳଭଣ୍ଡାର, ନଦୀ ଆଡ଼ିବନ୍ଧର ନିୟମିତ ଯାଞ୍ଚ କରାଯାଉ: ସଚିବ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ)-ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସତନ୍ତ୍ର ସଚିବ (ଜଳ ପ୍ରଭାରୀ ,ଗଞ୍ଜାମ) ମୁକୁଳ ଚନ୍ଦ୍ର ବେରା ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ଶନିବାର ଦ୍ୱିତୀୟ ଦିନରେ ଭଞ୍ଜନଗର ଜଳଭଣ୍ଡାର, ଡହ ଜଳଭଣ୍ଡାର, ମାଧବରିଡା ଆନିକାଟ ବୁଲି ଦେଖିଥିଲେ। ଏହି ସମୟରେ ସର୍ବୋଚ୍ଚ ଯନ୍ତ୍ରୀ ଜଳଭଣ୍ଡାର, ନଦୀ ଏବଂ କେନାଲ ଆଡିବନ୍ଧ ଗୁଡ଼ିକ ନିୟମିତ ଯାଞ୍ଚ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କ୍ଷୁଦ୍ର ଜଳସେଚନ ବିଭାଗର ଜୟମଙ୍ଗଳ … Continue reading ଭଞ୍ଜନଗରରେ ଥିବା ଜଳଭଣ୍ଡାର, ନଦୀ ଆଡ଼ିବନ୍ଧର ନିୟମିତ ଯାଞ୍ଚ କରାଯାଉ: ସଚିବ