ବସ୍‌ ମାଲିକ ସଂଘର ବଡ଼ ଘୋଷଣା, କାଲିଠୁ ଗଡିବ ବସ୍‌

ଭୁବନେଶ୍ୱର,୧୧।୭: ରାଜ୍ୟ ଘରୋଇ ବସ ମାଲିକ ସଂଘର ବଡ଼ ଘୋଷଣା। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ। ଘରୋଇ ବସ୍ ସେବା ଆସନ୍ତାକାଲିଠୁ ପୁଣି ସ୍ବଭାବିକ ହେବ । ପୁରୀରେ ଚାଲିଥିବା ଘରୋଇ ବସ୍ ମାଲିକ ସଂଘରେ ବସ୍ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ବସ୍‌କୁ ସୁରକ୍ଷା ଯୋଗାଇବେ … Continue reading ବସ୍‌ ମାଲିକ ସଂଘର ବଡ଼ ଘୋଷଣା, କାଲିଠୁ ଗଡିବ ବସ୍‌