ରାତାରାତି ବଦଳିଗଲା ଓଡ଼ିଆ ଯୁବକଙ୍କ ଭାଗ୍ୟ: ଜିତିଲେ ୩ କୋଟି ଟଙ୍କା ସହ ମହିନ୍ଦ୍ରା ଥାର୍

ଧର୍ମଶାଳା,୧୧।୪(ଶିବ ପ୍ରାସାଦ ମହାନ୍ତି): କେତେବେଳେ କାହା ଭାଗ୍ୟ ବଦଳିବ କେହି କହିପାରିବେ ନାହିଁ। ମଣିଷ ଅବସର ସମୟରେ ଗେମ ଖେଳିଥାଏ। ଲୋକେ ଅନେକ ସମୟରେ ଗେମ ଖେଳିଥାନ୍ତି। ବର୍ତମାନ ଆଇପିଏଲ ଚାଲିଥିବା ବେଳେ ଅନଲାଇନ ବେଟିଂ ବଜାର ସକ୍ରିୟ ହୋଇଉଠିଛି। ଏଥିରେ ଅନେକ ବେଟିଂ ଜିତି କୋଟିପତି ହେବାର ଖବର ଆସେ। ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାଯତର କୁଳମଣି ତରାଇଙ୍କ ପୁଅ ଅନୀଲ ତରାଇ ବେଟିଂ କରି କୋଟିପତି ହୋଇଛନ୍ତି। ସେ ୩ କୋଟି … Continue reading ରାତାରାତି ବଦଳିଗଲା ଓଡ଼ିଆ ଯୁବକଙ୍କ ଭାଗ୍ୟ: ଜିତିଲେ ୩ କୋଟି ଟଙ୍କା ସହ ମହିନ୍ଦ୍ରା ଥାର୍