କିଏ ହେବ ପରବର୍ତ୍ତୀ…, ନବୀନ ନେବେ ଚୂଡାନ୍ତ ନିଷ୍ପତ୍ତି: ବିଜେଡି ବିଧାୟକଙ୍କ ବଡ଼ ବୟାନ

ଭୁବନେଶ୍ୱର,୧୯।୮: ବିଜୁ ଜନତା ଦଳ (ବିଜେଡି) ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କୁ ସମର୍ଥନ କରିବ କି ନାହିଁ, ତାହାର ନିଷ୍ପତ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି। ଭାଜପା ନେତୃତ୍ୱାଧୀନ ଏନଡିଏ ଆଗାମୀ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ସି.ପି. ରାଧାକୃଷ୍ଣନଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି, ଯାହା ପରେ ଏକଦା କେନ୍ଦ୍ରରେ ଭାଜପାର ସହଯୋଗୀ ଥିବା ବିଜେଡି ଉପରେ ସମସ୍ତଙ୍କ ନଜର … Continue reading କିଏ ହେବ ପରବର୍ତ୍ତୀ…, ନବୀନ ନେବେ ଚୂଡାନ୍ତ ନିଷ୍ପତ୍ତି: ବିଜେଡି ବିଧାୟକଙ୍କ ବଡ଼ ବୟାନ