ବିମାନ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼, ଆଉ ତା’ ପରେ…

ଆବୁଧାବି/ନୂଆଦିଲ୍ଲୀ,୪ା୫: ରବିବାର ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଆବୁଧାବିକୁ କନଭର୍ଟ କରାଯାଇଛି। ଇସ୍ରାଏଲର ଏକ ସହରର ବିମାନବନ୍ଦର ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନଟିର ଦିଗ ପରିବର୍ତ୍ତନ କରାଯାଇଥିଲା। ସୂତ୍ର ଅନୁଯାୟୀ, ବୋଇଂ ୭୮୭ ବିମାନ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ବିମାନ AI ୧୩୯ ତେଲ ଅଭିଭରେ ଅବତରଣ କରିବାର ଗୋଟିଏ ଘଣ୍ଟା ପୂର୍ବରୁ ଏହି ଆକ୍ରମଣ ହୋଇଥିଲା। ସେ କହିଛନ୍ତି ଯେ, ବିମାନଟି ଦିଲ୍ଲୀ ଫେରିବ। ଫ୍ଲାଇଟ ଟ୍ରାକିଂ … Continue reading ବିମାନ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼, ଆଉ ତା’ ପରେ…