ମନୋରଞ୍ଜନ |

ପ୍ରଥମ ଦିନରେ ବଜେଟ୍‌ର ଅଧା ଆୟ ଅଶା ରଖିଛି ‘ପ୍ୟାଡ୍‌ମ୍ୟାନ୍‌’

ପ୍ରଥମ ଦିନରେ ବଜେଟ୍‌ର ଅଧା ଆୟ ଅଶା ରଖିଛି ‘ପ୍ୟାଡ୍‌ମ୍ୟାନ୍‌’

ବମ୍ବେ: ଏଥର ଫ୍ରାଇଡେ’ ରିଲିଜ୍‌ରେ ପରଦାକୁ ଆସୁଛି ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’। ଫେବୃୟାରୀ ୯ରେ ଏହା ପାଖାପାଖି ୨ହଜାର ସ୍କ୍ରିନ୍‌ରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର୍‌ ରିଲିଜ୍‌ ହେବା ପରଠାରୁ ଦର୍ଶକେ ଚାତକ ପରି ଅପେକ୍ଷା ରଖିଛନ୍ତି ଫିଲ୍ମକୁ। ପୂର୍ବରୁ ଏହାର ରିଲିଜ୍‌ ତାରିଖ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଦର୍ଶକଙ୍କର ଉତ୍କଣ୍ଠା କମିନାହିଁ। ଅକ୍ଷୟଙ୍କ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ‘ପ୍ୟାଡ୍‌ମ୍ୟାନ୍‌’ ମଧ୍ୟ ପରଦାରେ ରାଜ୍‌ କରିବ ବୋଲି ଅନୁମାନ କରାଯାଉଛି। ଫିଲ୍ମର ବଜେଟକୁ ନେଇ ନିର୍ମାତା ସ୍ପଷ୍ଟ କରି ନହାନ୍ତି। ତେବେ ମୁଖ୍ୟକଥା ହେଲା ଦର୍ଶକଙ୍କ ଉତ୍କଣ୍ଠାକୁ ଦେଖିଲେ ଲାଗୁଛି ପ୍ରଥମ ଦିନରେ ହିଁ ଫିଲ୍ମ ଅଧା ବଜେଟ୍‌ ହାସଲ କରିନେବ। ସପ୍ତାହର ଶେଷ ଭାଗକୁ ଏହା ଅତିକମ୍‌ରେ ୫୦ କୋଟି ଆୟ କରିବ ବୋଲି ଅନୁମାନ କରାଯାଉଛି।

All Right Reserved By
I&PR

Model This Week

ସନ୍ତୋଷ

ମନୋରଞ୍ଜନ |

କିପରି କରିବେ କୌନ ବନେଗା କରୋଡପତିରେ ରେଜିଷ୍ଟ୍ରେଶନ

କିପରି କରିବେ କୌନ ବନେଗା କରୋଡପତିରେ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୨୫।୫: କୌନ ବନେଗା କରୋଡପତି(କେବିସି) ସିଜନ୍‌ ୧୦ର ରେକର୍ଡିଂ କାମ ଆରମ୍ଭ ହୋଇଛି। ଶୁକ୍ରବାର ରେକର୍ଡିଂ ଆରମ୍ଭ ହୋଇଥିବା ନେଇ ଅମିତାଭ ଟୁଇଟ୍‌ କରି ଜଣାଇଛନ୍ତି।

ମୋ ସଫଳତା ହେଉଛି ମୋ ପିତାଙ୍କ କବିତା: ଅମିତାଭ

ମୋ ସଫଳତା ହେଉଛି ମୋ ପିତାଙ୍କ କବିତା: ଅମିତାଭ

ବମ୍ବେ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ସ୍ବର୍ଗତ ପିତା ତଥା କବି ହରିବଂଶ ରାୟ ବଚ୍ଚନଙ୍କ ଲେଖାକୁ ଯଦି ସଂଗ୍ରହ କରି ସୁରକ୍ଷିତ ଭାବେ ରଖି ନ ଥାଆନ୍ତେ ତେବେ ସେ ଜଣେ ଅସଫଳ ବ୍ୟକ୍ତି ହୋଇଥାଆନ୍ତେ ବୋଲି କହିଛନ୍ତି।

ଖୁବ୍‌ଶୀଘ୍ର ଆସିବ ‘ସଞ୍ଜୁ’ର ଟ୍ରେଲର

ଖୁବ୍‌ଶୀଘ୍ର ଆସିବ ‘ସଞ୍ଜୁ’ର ଟ୍ରେଲର

ବମ୍ବେ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ନେଇ ନିର୍ମାଣ କରାଯାଇଥିବା ବାୟୋପିକ୍‌ ‘ସଞ୍ଜୁ’ର ଟ୍ରେଲର ଆସନ୍ତା ୩୦ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ରାଜକୁମାର ହିରାନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ରଣବୀର କପୁର।

ଧରିତ୍ରୀ ଆଳାପ:  ଏଲିନା ସାମନ୍ତରାୟ, ଅଭିନେତ୍ରୀ ହୋଇ ନ ଥିଲେ ଅଧ୍ୟାପନା କରିଥାନ୍ତି

ଧରିତ୍ରୀ ଆଳାପ: ଏଲିନା ସାମନ୍ତରାୟ, ଅଭିନେତ୍ରୀ ହୋଇ ନ ଥିଲେ ଅଧ୍ୟାପନା କରିଥାନ୍ତି

ନବାଗତା ହେଲେ ବି ଓଲିଉଡ୍‌ରେ ଜଣେ ପ୍ରତିଷ୍ଠିତ ତଥା ଆଗଧାଡ଼ିର ନାୟିକା ହେଉଛନ୍ତି ଏଲିନା ସାମନ୍ତରାୟ। ମାତ୍ର ଗୋଟିଏ ମାସର ପ୍ରସ୍ତୁତି ଦ୍ୱାରା ଏକ ଟିଭି ରିଏଲିଟି ଶୋ’ରେ ବିଜେତା ହେବା ତାଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା। କିନ୍ତୁ ଏହା ତାଙ୍କ ଜୀବନର ମୋଡ଼କୁ ପୂରା ବଦଳାଇ ଦେଇଥିଲା।

ଅପେରା ହାଲ୍‌ଚାଲ୍‌: ସଫଳ ଅଭିନେତା ସିଦ୍ଧାର୍ଥ

ଅପେରା ହାଲ୍‌ଚାଲ୍‌: ସଫଳ ଅଭିନେତା ସିଦ୍ଧାର୍ଥ

ମଞ୍ଚ ଉପରକୁ ଉଠିଗଲେ ସେ ହଜିଯାଆନ୍ତି ନିଜ ଭୂମିକାରେ। ନାଟକରେ ନିଜ ଦାୟିତ୍ୱକୁ କିପରି ତୁଲାଇବାକୁ ପଡେ ତାହାର କାଇଦା ତାଙ୍କୁ ବେଶ୍‌ ଭଲ ଭାବରେ ଜଣା। ମଞ୍ଚ ଉପରକୁ ଉଠିଗଲେ ସେ ହଜିଯାଆନ୍ତି ନିଜ ଭୂମିକାରେ।

ସ୍ପେଶାଲ ଗିଫ୍ଟ

ସ୍ପେଶାଲ ଗିଫ୍ଟ

ନିକଟରେ ପ୍ରୀତି ଜିଣ୍ଟାଙ୍କୁ ଭେଟିବାକୁ ଯାଇଥିଲେ ଆଲିୟା। ପୁଣି ସାଙ୍ଗରେ ନେଇଥିଲେ ଏକ ଗିଫ୍ଟ। ଭେଟିବାକୁ ନେଇ ପ୍ରୀତି ତ ଖୁସି ହୋଇଥିଲେ ହେଲେ କ’ଣ ପାଇଁ ଗିଫ୍ଟ ନେଇଥିଲେ ତାହା ବୁଝିପାରି ନ ଥିଲେ।

ଲଭ୍‌ ରାତ୍ରି

ଲଭ୍‌ ରାତ୍ରି

ସଲ୍‌ମାନ ଖାଁ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି ହିନ୍ଦୀ ସିନେମା ‘ଲଭ୍‌ ରାତ୍ରି’। ଖାସ୍‌ କଥା ହେଲା, ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସଲ୍‌ମାନଙ୍କ ଭିଣୋଇ ତଥା ନବାଗତ ଆୟୁଷ। ଏଥିରେ ତାଙ୍କର ନାୟିକା ଓ୍ବାରିନା ହୁସେନ ମଧ୍ୟ ପ୍ରଥମ ଥର ପାଇଁ ଚାନ୍ସ ପାଇଛନ୍ତି। ପ୍ରେମ କାହାଣୀକୁ ଆଧାରକରି ଫିଲ୍ମର ପ୍ରଯୋଜନା କରିଛନ୍ତି ସଲ୍‌ମାନ।

ନାକେଦମ୍‌ ହେଲେ ସ୍ବରା

ନାକେଦମ୍‌ ହେଲେ ସ୍ବରା

ସ୍ବରା ଭାସ୍କର, ଥରେ ଗୋଟିଏ ଶଟ୍‌ ପାଇଁ ବେଶ୍‌ ନାକେଦମ୍‌ ହୋଇଥିଲେ। ଯେତେ ପ୍ରାକ୍ଟିସ କଲେ କ’ଣ ହେବ, ଠିକ୍‌ ଶଟ୍‌ ନେଲା ବେଳକୁ ସବୁ ଅଡୁଆ ହୋଇଯାଉଥିଲା। ମାତ୍ର ଗୋଟିଏ ଶଟ୍‌କୁ ଓକେ କରିବା ପାଇଁ ପାଖାପାଖି ଦୁଇ ଘଣ୍ଟା ଲାଗି ଯାଇଥିଲା।

ସଲ୍‌ମାନ ବନାମ ସଲ୍‌ମାନ

ସଲ୍‌ମାନ ବନାମ ସଲ୍‌ମାନ

ଏଥର ରଜରେ ସିନେମା ବଜାର ଜମିଯିବ। ଏହି ଅବସରରେ ଦୁଇଟି ଓଡ଼ିଆ ସିନେମା- ‘ସୁନ୍ଦରଗଡ଼ର ସଲ୍‌ମାନ ଖଁା’ ଏବଂ ‘ଫୋର ଇଡିୟଟ୍ସ’ ପରଦା ଉପରକୁ ଆସିବ। ଅନ୍ୟପକ୍ଷରେ ସଲ୍‌ମାନ ଖାଁଙ୍କ ଅଭିନୀତ ହିନ୍ଦୀ ସିନେମା ‘ରେସ୍‌-୩’ ମଧ୍ୟ ଜୁନ୍‌ ୧୫ରେ ରିଲିଜ ହେଉଛି।

ସଙ୍ଗୀତ  ବିନା ବଞ୍ଚିବା  ଅସମ୍ଭବ : ଏନ୍‌. ଶ୍ରୀନିବାସ ରାଓ

ସଙ୍ଗୀତ ବିନା ବଞ୍ଚିବା ଅସମ୍ଭବ : ଏନ୍‌. ଶ୍ରୀନିବାସ ରାଓ

‘ସଙ୍ଗୀତ ସତେଯେମିତି ମୋ ରକ୍ତରେ ପ୍ରବାହିତ। ପିଲାଟି ଦିନରୁ ଏହା ପ୍ରତି ଆକର୍ଷିତ ହୋଇଥିଲି। ପରବର୍ତ୍ତୀ ସମୟରେ ଏହା ମୋର ନିଶା ପାଲଟିଯାଇଛି। ଶ୍ରୋତାଙ୍କୁ ସେମାନଙ୍କ ପସନ୍ଦର ଗୀତ ପରିବେଷଣ କରିବାରେ ଯେଉଁ ଆନନ୍ଦ ମିଳିଛି ତାହାକୁ ବର୍ଣ୍ଣନା କରିବାକୁ ମୋ ନିକଟରେ ଭାଷା ନାହିଁ। ଏତିକି କହିବି, ସଙ୍ଗୀତ ବିନା ବଞ୍ଚିବା ଅସମ୍ଭବ।’

କ୍ଷଣକୋପୀ ଅନୁଷ୍କା

କ୍ଷଣକୋପୀ ଅନୁଷ୍କା

ଅନୁଷ୍କା ଶର୍ମାଙ୍କ ବେଳକାଳ ଏବେ ଭଲ ନାହିଁ। ଦେଖୁନାହାନ୍ତି, ଯେଉଁ ଫିଲ୍ମରେ ସେ ଅଭିନୟ କରୁଛନ୍ତି ତାହାର ଅବସ୍ଥା କ’ଣ ଯେ ହେଉଛି ତାହା ନ କହିବା ଭଲ। ପ୍ରଯୋଜିକା ସାଜି କିଛି ସିନେମା ପ୍ରଯୋଜନା କଲେ, ହେଲେ ଫଳ ସେଇଆ।

ଚର୍ଚ୍ଚାରେ ଦୀପିକାଙ୍କ ମିମ୍‌

ଚର୍ଚ୍ଚାରେ ଦୀପିକାଙ୍କ ମିମ୍‌

ବମ୍ବେ: ଭଉଣୀଙ୍କ ସମ୍ପର୍କ ଅତୁଳନୀୟ। ସେ ସେଲିବ୍ରିଟି ହୁଅନ୍ତୁ ବା ରାସ୍ତାକଡ଼ରେ ଜୀବନ କଟାଉଥିବା ଦିନ ଦରିଦ୍ର, ସମସ୍ତଙ୍କ ମଧ୍ୟରେ ଭଉଣୀ ପ୍ରୀତିର ଖଟାମିଠା ରଙ୍ଗ ଦେଖିବାକୁ ମିଳିଥାଏ। ଭଉଣୀ ଅନିଶାଙ୍କ ସହ ଅଭିନେତ୍ରୀ ଦୀପିକା ପାଡୁକୋନ୍‌ଙ୍କ ସମ୍ପର୍କ ତା’ଠାରୁ କିଛି ଭିନ୍ନ ନୁହେଁ।