ସମ୍ବଲପୁର

ମା’ ସମଲେଶ୍ବରୀଙ୍କ ଭବ୍ୟ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୨୭।୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପରିକ୍ରମା ପ୍ରକଳ୍ପ ଶନିବାର ଲୋକାର୍ପିତ ହୋଇଛି। ଏହି ଭବ୍ୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ଜମାଦାରପାଲି...

୯ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ଦର୍ଶନ

ସମ୍ବଲପୁର,୨୭ା୧(ବି.ଶଙ୍କର): ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଉନ୍ମୋଚନ କରିବେ। ଏନେଇ ସକାଳ ୯ଟାରୁ...

ଆଜି ଲୋକାର୍ପିତ ହେବ ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପ

ସମ୍ବଲପୁର,୨୭ା୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ। ଏଥିସହ...

ହାତୀ ଉପଦ୍ରବ: କାନ୍ଥ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

ପଡିଆବାହାଲ,୨୫ା୧(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ପଡିଆବାହାଲ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ ନିୟୋଜିତ ହୋଇଥିଲେ ସୁଦ୍ଧା ଏମାନଙ୍କୁ ଆୟତ୍ତ କରାଯାଇ ପାରୁନାହିଁ। ହାତୀପଲ ବଡ଼ସାହିରେ କାନ୍ଥ ଭାଙ୍ଗି ଧାନ ଖାଇବା...

ଫେବୃଆରୀରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ। ତେବେ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ...

ମା’ ସମଲେଇଙ୍କୁ ଗୁହାରୀ କରିବାର ଭିନ୍ନ ତରିକା, ଚିଠି ଲେଖି ଜଣାଇଲେ ମନର ମଣିଷ ମିଳିଗଲେ …

ସମ୍ବଲପୁର,୨୩।୧: ମା’  ସମଲେଇ ଭକ୍ତଙ୍କ ଡାକ ଶୁଣେ, ସମସ୍ତଙ୍କର ମା’ ଉପରେ ପ୍ରଘାଡ଼ ବିଶ୍ୱାସ।  ମାନସିକ ପୂରଣ ପାଇଁ କିଏ କେତେ ମା’କୁ କାକୁତି ମିନତି କରନ୍ତି। ତେବେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କ ହୁଣ୍ଡି  ଖୋଲାଯାଇଛି।...

ସମ୍ବଲପୁର ଅଯୋଧ୍ୟା ସରୋବର ଘାଟରେ ଜଳିଲା ୧ଲକ୍ଷରୁ ଊର୍ଦ୍ଧ୍ୱ ଦୀପ

ସମ୍ବଲପୁର,୨୨ା୧(ପ୍ରମୋଦ ବହିଦାର): ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁର ମହାନଦୀର ମାରୱାଡ଼ିପଡ଼ା ଅଯୋଧ୍ୟା ସରୋବର ଘାଟରେ ୧ ଲକ୍ଷ ୧୧ ହଜାର ୧୧୧ ପ୍ରଦୀପ ପ୍ରଜ୍ୱଳିତ ହୋଇଛି। ଏକ ଧାର୍ମିକ ପରିବେଶ ମଧ୍ୟରେ ମାରୱାଡ଼ି ଯୁବା...

୨୭ରେ ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୨୧ା୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଆସନ୍ତା ୨୭ରେ ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବା...

୨୧ରେ କୌଶଳ ମହୋତ୍ସବ: ଭାଗନେବେ ୨୦ରୁ ଅଧିକ ଆଇଟି କମ୍ପାନୀ, ୫୦ରୁ ଊର୍ଦ୍ଧ୍ୱ ନିଯୁକ୍ତିଦାତା

ସମ୍ବଲପୁର,୧୯ା୧(ପ୍ରମୋଦ ବହିଦାର): ସମ୍ବଲପୁରର ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଲକ୍ଷ୍ୟରେ ଆସନ୍ତା ୨୧ରେ କୌଶଳ ମହୋତ୍ସବ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍‌ଏସ୍‌ଡିସି) ପକ୍ଷରୁ...

ହୀରାକୁଦ ବନ୍ଧକୁ ପୂରିଲା ୬୭ବର୍ଷ

ସମ୍ବଲପୁର,୧୪ା୧ (ଭବାନୀ ଶଙ୍କର ଭୋଇ):୧୯୫୭ ମସିହା ଠିକ୍‌ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ସ୍ବାଧୀନ ଭାରତର ସର୍ବବୃହତ୍‌ ପ୍ରକଳ୍ପ ଭାବରେ ହୀରାକୁଦ ବନ୍ଧ ଉଦ୍‌ଘାଟିତ ହୋଇଥିଲା। ଜଳ ସେଚନ, ବିଦ୍ୟୁତ୍‌ ଉତ୍ପାଦନ ସହ ବନ୍ୟା ନିୟନ୍ତ୍ରଣ...

ରାଶନ କାର୍ଡ଼ ନ ଥିବା ଲୋକେ ପାଇବେ ବିଜୁ ସ୍ବାସ୍ଥ୍ୟକାର୍ଡ

ସମ୍ବଲପୁର,୧୪ା୧(ପ୍ରମୋଦ ବହିଦାର): ଗ୍ରାମାଞ୍ଚଳରେ ରାଶନ କାର୍ଡ ନ ଥିବା ଲୋକେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ସମ୍ବଲପୁର ରେମେଡଠାରେ ଏକ ସାଧାରଣ ସଭାରେ ଯୋଗଦେଇ...

୧୩ ତାରିଖ ପରୀକ୍ଷା ୨୪ରେ ହେବ

ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଶନିବାର ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ସମେତ ଜିଲାର ୭୦ ଶିକ୍ଷାନୁଷ୍ଠାନର ପ୍ରାୟ ୧୦,୪୦୦ ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri