ସମ୍ବଲପୁର

ସୁରକ୍ଷାକର୍ମୀଙ୍କୁ ପୁଣି ମାଡ଼ ଅଭିଯୋଗ

ସମ୍ବଲପୁର,୭ା୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ଏଆଇପିଏଲ୍‌ ପୂର୍ବରୁ ବାଉନ୍‌ସର ଲଗାଇ ଡ୍ରାଇଭରମାନଙ୍କୁ ମାଡ ମାରିଥିବା ଅଭିଯୋଗକ୍ରମେ ଯୁଯୁମୁରା ଥାନାରେ ମାମଲା ରୁଜୁ ହୋଇଥିଲା। ଏବେ ଘରୋଇ ସୁରକ୍ଷାକର୍ମୀଙ୍କୁ ପୁଣି ବାଉନ୍‌ସର ଲଗାଇ ମାଡ଼...

ସମ୍ବଲପୁର ମଣ୍ଡଳ: ୧୬ ଷ୍ଟେଶନର ହେବ ଆଧୁନିକୀକରଣ

ସମ୍ବଲପୁର,୪ା୨(ବ୍ୟୁରୋ): କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ପ୍ରାୟ ୧୦ ହଜାର କୋଟି ବ୍ୟୟ ବରାଦ ହୋଇଛି। ସମ୍ବଲପୁର ରେଳମଣ୍ଡଳର ଅନେକ ଷ୍ଟେଶନ, ରେଳ ଲାଇନ ତଥା ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ। ଅମୃତ ଷ୍ଟେଶନ ଯୋଜନାରେ ସମ୍ବଲପୁର ମଣ୍ଡଳର ୧୬...

ମନ୍ତ୍ରୀ ହତ୍ୟା ମାମଲା, ସମ୍ବଲପୁରରେ କ୍ରାଇମବ୍ରାଞ୍ଚ ଟିମ୍‌

ସମ୍ବଲପୁର,୩।୨(ବ୍ୟୁରୋ): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ବୁର୍ଲା ଭୀମସାରରେ ତଦନ୍ତ ଆରମ୍ଭ କରିଛି। ୨ ଡିଏସ୍‌ପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ବୁର୍ଲାରେ ପହଞ୍ଚି ତନାଘନା ଚଳାଇଛି। ଗୁଳିକାଣ୍ଡ ସମୟରେ ଆହତ ହୋଇଥିବା...

ଜୀବନ ହାରିଲେ ଯୁବକ, କାରଣ ଖୋଜୁଛି ପୋଲିସ

ନାକଟିଦେଉଳ,୩ା୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ନାକଟିଦେଉଳ ମେଡ଼ିକାଲ ଛକଠାରେ ରହୁଥିବା ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ନିରଞ୍ଜନ ବେହେରା (୩୨)। ସୂଚନା ମୁତାବକ, ନିରଞ୍ଜନଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ...

ଗୋପାଳଙ୍କୁ କେନ୍ଦ୍ରୀୟ ସୁରକ୍ଷା ଲୋଡ଼ା: ଜୟନାରାୟଣ

ସମ୍ବଲପୁର, ୩ା୨(ବ୍ୟୁରୋ):ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗିରଫ ହୋଇଥିବାବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର...

‘ମନ୍ତ୍ରୀଙ୍କ ମୃତଦେହ ଧରି ସରକାର ଡ୍ରାମା କରୁଛନ୍ତି’

ସମ୍ବଲପୁର,୧।୨(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କୁ ରବିବାର ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଖବର ରହିଛି ଏବଂ ସବୁ ଆଡେ ଚର୍ଚ୍ଚା ମଧ୍ୟ ହେଉଛି। ଗୁଳିକାଣ୍ଡ ପରେ...

ଟାଇଁସର ୫ ଟି ହାଇସ୍କୁଲ ନିର୍ମାଣରେ ଅନିୟମିତତା

କୁଚିଣ୍ଡା,୩୧ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଟାଇଁସର ପଞ୍ଚାୟତର ଟାଇଁସର ତ୍ରିଲୋଚନ ପଦ୍ମାବତୀ ହାଇସ୍କୁଲ ୫ଟି ଯୋଜନାରେ ଚାଲିଥିବା ରୂପାନ୍ତରିକରଣରେ ଅନିୟମିତତା ଅଭିଯୋଗ ହୋଇଛି। ଯୋଜନାର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଠିକାଦାର ଓ ଅଧିକାରୀଙ୍କ ଭିତିରି ବୁଝାମଣା...

ଯାଞ୍ଚରେ ବିଳମ୍ବ, ବାହାରିପାରୁନି ଚୂଡ଼ାନ୍ତ ତାଲିକା

ସମ୍ବଲପୁର,୩୧ା୧୧(ବ୍ୟୁରୋ): ଦୀର୍ଘ ୫ବର୍ଷ ମିଆଦି ସରିବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ ଜିଲାର ପ୍ରାୟ ୨ହଜାର ଅଯୋଗ୍ୟ ହିତଧିକାରୀଙ୍କ ନାମ ରହିଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ପାଇଁ ଗଠନ ହୋଇଥିବା...

ଦିନତମାମ ବିଦ୍ୟୁତ୍‌ ସେବା ବନ୍ଦ

ସମ୍ବଲପୁର,୨୫।୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଜାତୀୟ ରାଜପଥ ନିର୍ମାଣ କରୁଥିବା ସଂସ୍ଥା ଏଆଇପିଏଲ୍‌ କମ୍ପାନୀ ହାଇୱା ଧକ୍କାରେ ମଙ୍ଗଳବାର ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ତାର ଛିଣ୍ଡିଯାଇଥିଲା। ଫଳରେ ମାନେଶ୍ୱର, ଚମାରପଡା, ଗଣେଶନଗର ଆଦି ସ୍ଥାନରେ ଦିନତମାମ ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ମାନେଶ୍ୱର...

ଇତିହାସ ଦର୍ପଣ ସଦୃଶ: ଧର୍ମେନ୍ଦ୍ର

ସମ୍ବଲପୁର,୨୪ା୧(ବ୍ୟୁରୋ):ଇତିହାସ ଦର୍ପଣ ଭଳି, ଯେଉଁଥିରେ ପରାକ୍ରମ, ସଂଗ୍ରାମୀ, ପରମ୍ପରା, ସଂସ୍କୃତି ଆଦି ବିଷୟରେ ଜାଣିବାକୁ ମିଳିଥାଏ। ଇତିହାସ ବିନା ଭବିଷ୍ୟତ ପରିକଳ୍ପନା କରାଯାଇ ପାରିବ ନାହିଁ। ପଶ୍ଚିମ ଓଡ଼ିଶାରେ ଊନବିଂଶ ଶତାବ୍ଦୀ ପୂର୍ବର ଇତିହାସ ରହିଛି। ଇଷ୍ଟଦେବୀ ସମଲେଇ, ମହାନଦୀ,...

ଗୋଟିଏ ମଣ୍ଡପରେ ବିବାହ କଲେ ହିନ୍ଦୁ, ମୁସଲମାନ

ସମ୍ବଲପୁର,୨୩ା୧(ବ୍ୟୁରୋ):ସମ୍ବଲପୁର ସହରସ୍ଥିତ ସୁନାପାଲି ଆଲ୍ଲା ହଜ୍‌ରତ କମିଟି ପକ୍ଷରୁ ସାମୂହିକ ବିବାହ ନିମନ୍ତେ ନିଆରା ପ୍ରୟାସ କରାଯାଇଛି। ରବିବାର ଗୋଟିଏ ବିବାହ ମଣ୍ଡପରେ ୧୧ ଯୋଡା ମୁସଲମାନ ଓ ୨ ଯୋଡା ହିନ୍ଦୁ ଯୁବତୀ ଯୁବକ ବିବାହ ବନ୍ଧନରେ ବାନ୍ଧି...

ଅପହରଣ, ଲୁଟ୍‌ ମାମଲା: ଜେଲ ଗଲେ ଭାଜପା ନେତ୍ରୀଙ୍କ ପୁଅ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ପୋଲିସ ଏକ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମଦ୍ୱୟ ହଲେ ଅଜୁ ବରାଳ ଓ ରୋହନ ସନ୍ଦିରିଆ। ଏହି ଘଟଣାର ଅନ୍ୟ ଅଭିଯୁକ୍ତମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri