ସମ୍ବଲପୁର

ଛିଡ଼ାହୋଇଥିବା ଟ୍ରକ୍‌ ପଛରେ ପିଟିହେଲା ବସ୍‌: ୨ ଚାଳକ ଗୁରୁତର

ଜମନକିରା,୧ା୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଜାତୀୟ ରାଜପଥ ୫୩ନଂ. ବାଇପାସ୍‌ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଭାଗ ପକ୍ଷରୁ କରାଯାଇଥିବା ନୂତନ ରାସ୍ତାର ଭିତ୍ତିପ୍ରସ୍ତର ଠିକ୍‌ ନଥିବା ଯୋଗୁ ଏଭଳି ଅସୁବିଧା ହେଉଥିବା ନେଇ ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି।...

ଆନ୍ତଃ ରାଜ୍ୟ ର଼୍ୟାକେଟ ସମ୍ପୃକ୍ତି: ୯ ଗିରଫ

ସମ୍ବଲପୁର,୧ା୭(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଗଡଗଡବାହାଲ ନିକଟ ଗାୟତ୍ରୀ କମ୍ପାନୀ ଅଫିସ ନିକଟରେ ଗୁରୁବାର ହାଇୱାଗୁଡିକୁ କାଟି ବିକ୍ରି କରାଯାଉଥିବାବେଳେ ପୋଲିସ ଚଢାଉ କରିଥିଲା। ଶୁକ୍ରବାର ଏହି ଆନ୍ତଃରାଜ୍ୟ ସ୍କ୍ରାପ ଚୋରି...

ଏକଜିଦିଆ ଛତିଶଗଡ଼, ଖୋଲିଲା କଲମାର ସବୁ ଗେଟ୍‌

ସମ୍ବଲପୁର, ୧ା୭(ଶୁଭାଶିଷ ପାଢ଼ୀ): ଆସନ୍ତା ୪ ତାରିଖରେ ଲଘୁଚାପ ଯୋଗୁ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଇଛି। ଏଭଳିସ୍ଥଳେ ହୀରାକୁଦ ଡ୍ୟାମର ଉପରମୁଣ୍ଡ ମହାନଦୀରେ ଥିବା ଛତିଶଗଡ଼ର କଲମା ବ୍ୟାରେଜ୍‌ର ସମସ୍ତ ୬୬...

ଅସରାଏ ବର୍ଷାରେ ଫ୍ଲାଏଓଭର ଉପରେ ଜମୁଛି ପାଣି

ସମ୍ବଲପୁର,୩୦ା୬(ବି.ଶଙ୍କର): ସମ୍ବଲପୁର ସହରରେ ଅତ୍ୟାଧୁନିକ ଫ୍ଲାଏଓଭର ଜନସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଫ୍ଲାଏଓଭର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହୋଇ ନାହିଁ। ଫଳରେ ବର୍ଷାପାଣି ଜିଲାପାଳ, ଆର୍‌ଡିସି ଅଫଇସ ସମ୍ମୁଖ ରାସ୍ତାରେ ଲହଡି ଭାଙ୍ଗୁଛି। ଅସରାଏ ବର୍ଷାରେ ଫ୍ଲାଏଓଭର...

ନିର୍ମାଣ ହେଲାନି ବ୍ରିଜ୍‌ ଡାଇଭର୍ସନ

କୁଚିଣ୍ଡା,୩୦ା୬(ବିରଞ୍ଚତ୍ ଦର୍କା): ଲଘୁଚାପ ଜନିତ ପ୍ରବଳ ବର୍ଷାରେ କୁଚିଣ୍ଡା ବ୍ଲକ ଟାଇଁସର ବ୍ରିଜର ଡ଼ାଇଭର୍ସନ ରାସ୍ତା ଧୋଇ ହୋଇଯାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ଅଧିକାରୀ ବ୍ରିଜ ଅବସ୍ଥା ପରିଦର୍ଶନ କରି ଡ଼ାଇଭର୍ସନ ରାସ୍ତା ଦୁଇଦିନ ମଧ୍ୟରେ...

ପ୍ରଦୂଷଣ ବଢାଉଛି ବିରାଜ ଷ୍ଟିଲ୍‌

ସମ୍ବଲପୁର,୩୦ା୬(ଶୁଭାଶିଷ ପାଢ଼ୀ): ଚିମିନିରୁ ଅନବରତ ନିଷ୍କାସିତ ହେଉଛି କଳା ଧୂଆଁ। ବାୟୁମଣ୍ଡଳରେ ଉଡୁଛି ଧୁଳିଗୁଣ୍ଡ। ପୂର୍ବପରି ଆଉ ଚାଷ ବି ହେଉନି। ମଣିଷ, ଜୀବଜନ୍ତୁଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରି କି ସେହି ରାସ୍ତା ଦେଇ ଯିବା...

ଉଡ଼ିଲା ଆଜବେଷ୍ଟସ୍‌, ଭାଙ୍ଗିଲା ଘର

ଜମନକିରା,୨୮ା୬ (ରବୀନ୍ଦ୍ର ପ୍ରସାଦ ଦାନି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ମୌସୁମୀ ଜନିତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ଦେଖିବାକୁ ମିଳିଛି। ଏଥିଯୋଗୁ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟିଛି। ଜମନକିରା ବ୍ଲକ କେନାଢିପା...

ଲୋକାର୍ପଣ ହେଉନି ଜିଏମ୍‌ୟୁ ଅତ୍ୟାଧୁନିକ ଅଡିଟୋରିୟମ

ସମ୍ବଲପୁର,୨୭ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଅତ୍ୟାଧୁନିକ ଅଡିଟୋରିୟମ କାର୍ଯ୍ୟ ପ୍ରାୟ ଏକବର୍ଷ ହେବ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏହା ଲୋକାର୍ପଣ ହୋଇ ନ ଥିବାରୁ ବ୍ୟବହାରରେ ଆସିପାରୁ ନାହିଁ। କାମ ସରିବା ପରେ ମଧ୍ୟ ଜିଏମ୍‌ୟୁକୁ...

ବର୍ଷାରେ ଧୋଇଗଲା ଡାଇଭର୍ସନ

କୁଚିଣ୍ଡା,୨୬ା୬(ବିରଞ୍ଚତ୍ ଦର୍କା): ଲଘୁଚାପ ଜନିତ ପ୍ରବଳ ବର୍ଷାରେ କୁଚିଣ୍ଡା-ଫାସିମାଲ ରାସ୍ତା ସର୍ଦ୍ଧାପାଲିଠାରେ ନିର୍ମାଣାଧୀନ ସେତୁ ଡାଇଭର୍ସନ ଧୋଇ ହୋଇଯାଇଛି। ଫଳରେ ଏହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବକ୍ସମା ପଞ୍ଚାୟତ ସର୍ଦ୍ଧାପାଲି ନାଳା ଉପରେ ୫ କୋଟି ୩୦ ଲକ୍ଷ...

ବର୍ଷାରେ ସମ୍ବଲପୁରର ରାସ୍ତା, ତଳି ଅଞ୍ଚଳ ଜଳମଗ୍ନ

ସମ୍ବଲପୁର, ୨୬ା୬ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲାକୁ ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଭାବେ ସୂଚିତ କରାଯାଇଛି। ରବିବାର ଓ ସୋମବାର ଦୁଇଦିନ ଧରି ପ୍ରବଳ ବର୍ଷା ହେବ ବୋଲି ସଚେତନ କରାଯାଇଛି। ୨୫ ତାରିଖ ସକାଳ...

ପ୍ରତି ବର୍ଗକି.ମି.ରେ ୯୦ ପ୍ରାଣୀ

ସମ୍ବଲପୁର,୨୫।୬(ଶୁଭାଶିଷ ପାଢ଼ୀ)ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନା ଶେଷ ହୋଇଛି। ପ୍ରାୟ ୩୫୦ ବର୍ଗକିଲୋମିଟର ପରିମିତ ଅଭୟାରଣ୍ୟରେ ବନ୍ୟପ୍ରାଣୀ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି। ଏଥିରେ ଉଭୟ ତୃଣଭୋଜୀ ଓ ମାଂସାହାରୀ ବନ୍ୟପ୍ରାଣୀ ଗଣନା କରାଯାଇଥିଲା। ବୈଜ୍ଞାନିକ ଓ ବୈଷୟିକ...

ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର,୨୩।୬: ଓଡ଼ିଶାରେ ମୌସୁମୀ ପ୍ରବେଶ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଛି । ଗୁରୁବାର ଜଳସ୍ତର ୬୦୦.୩୯ ଫୁଟ ଥିବା ବେଳେ ତାହା ଶୁକ୍ରବାର ବୃଦ୍ଧି ପାଇ ୬୦୦.୫୬ ଫୁଟରେ ପହଞ୍ଚିଛି । ତେବେ ଇନଫ୍ଲୋ ବଢିବାରୁ ଜଳସ୍ତର ବୃଦ୍ଧି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri