ଆମ ଜିଲା ଖବର

କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ: ୧,୮୫,୧୦୦ ହେକ୍ଟରରେ ଚାଷ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୫।୬- ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହ ପରିସରରେ ମଙ୍ଗଳବାର କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ…

7 years ago

ତହସିଲଦାରଙ୍କ ସମେତ ୧୭ ପଦବୀ ଖାଲି: ତାଳଚେରବାସୀ ଭୋଗୁଛନ୍ତି ଅସୁବିଧା

ତାଳଚେର,୫ା୬(ନି.ପ୍ର.)- ତାଳଚେର ଶିଳ୍ପାଞ୍ଚଳ ତହସିଲ ଅଫିସରେ ତହସିଲଦାର ପଦବୀ ସମେତ ଅନେକ ପଦବୀ ଖାଲି ପଡିଛି। ଫଳରେ ତହସିଲ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ବିଭିନ୍ନ କାର୍ଯ୍ୟ ନେଇ…

7 years ago

ବିଜେଡିରେ ମିଶିଲେ ପାଲଲହଡ଼ା ବ୍ଲକ ଉପାଧ୍ୟକ୍ଷା

ପାଲଲହଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ବ୍ଲକ ଉପାଧ୍ୟକ୍ଷା ଲିଲି ପ୍ରଧାନ ମଙ୍ଗଳବାର ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ଉପସ୍ଥିତିରେ…

7 years ago

ଫାଇନାନ୍ସ କର୍ମଚାରୀଙ୍କଠାରୁ ୯୮ ହଜାର ଲୁଟ୍‌

କଣିହାଁ,୫।୬(ଡି.ଏନ.ଏ.)-କଣିହାଁ ବ୍ଲକ ସମଲ ଥାନା ବୁଲାଝର ନିକଟରେ ସୋମବାର ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ୯୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ସମଲ…

7 years ago

ଛୁଟିରେ ଆର୍‌ଆଇ: ହୋଇପାରୁନି କ୍ଷୟକ୍ଷତି ଆକଳନ

ଅନୁଗୋଳ ଅଫିସ, ୫।୬- କାଳବୈଶାଖୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲେ ବି ଏଯାଏ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ କି ସହାୟତା ଯୋଗାଇ ଦିଆଯାଇ ନାହିଁ।…

7 years ago

ମନ୍ତ୍ରୀଙ୍କ ଭୁବନ ବ୍ଲକ ଗସ୍ତ: ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଭୁବନ, ୫।୬(ଡି.ଏନ୍‌.ଏ.)- ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମିଳିବା ପରେ ମଙ୍ଗଳବାର ପ୍ରଥମ ଥର ଭୁବନ ବ୍ଲକ ଗସ୍ତ କରିଛନ୍ତି ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ…

7 years ago

ନାଲ୍‌କୋ ଅଞ୍ଚଳରେ ବଢ଼ୁଛି ପ୍ରଦୂଷଣ: ଧୂଳି ଧୂଆଁରେ ଲୋକେ ଅତିଷ୍ଠ

ବଅଁରପାଳ, ୫।୬ (ଡି.ଏନ୍‌.ଏ.)- ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ସମୟରେ ପ୍ରଦୂଷଣରେ ଛଟପଟ ହେଉଥିବା ଅଭିଯୋଗ ହେଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷ ଆବଶ୍ୟକ…

7 years ago

ଗ୍ରାମବାସୀଙ୍କ ନର୍ସିଂହୋମ ଘେରାଉ ଘଟଣା: ଥାନାରେ ଏତଲା, ସମାଧାନ ପାଇଁ ଉଦ୍ୟମ

ଅନୁଗୋଳ ଅଫିସ, ୫।୬- ଅନୁଗୋଳ ହୁଲୁରୁସିଂହା ଜେମାଦେଈପୁରରେ ଥିବା ଏକ ନର୍ସିଂହୋମର ଶୌଚାଳୟ ପାଣି ଗଁା ମଝି ଦେଇ ଲିଙ୍ଗରାଯୋଡି ନାଳକୁ ଛଡ଼ାଯାଉଥିବା ଅଭିଯୋଗ କରି ସୋମବାର…

7 years ago

ରୋଜଗାର ପାଇଁ ଅଜଗରକୁ ନିର୍ଯାତନା

ବ୍ରହ୍ମପୁର ଅଫିସ୍‌,୫ା୬- ବନ୍ୟପ୍ରାଣୀ ଏବଂ ସଂରକ୍ଷିତ ପ୍ରାଣୀମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ବହୁ ଆଇନ୍‌ ରହିଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂଗଠନ ମଧ୍ୟ ଏଦିଗରେ…

7 years ago

ଓଡ଼ିଶା ବକ୍ସିଂ ଦଳର ଉତ୍ତରାଖଣ୍ଡ ଯାତ୍ରା

ବ୍ରହ୍ମପୁର-ଅଫିସ୍‌,୫ା୬- ଉତ୍ତରାଖଣ୍ଡର ରୁଦ୍ରପୁରରେ ଆସନ୍ତା ୮ରୁ ୧୩ତାରିଖ ପର୍ଯ୍ୟନ୍ତ ତୃତୀୟ ଜାତୀୟ ୟୁଥ୍‌ ପୁରୁଷ ଏବଂ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗନେବା ପାଇଁ…

7 years ago