ଆମ ଜିଲା ଖବର

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ପରଜଙ୍ଗ,୭।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଲୋଧଣି ପଞ୍ଚାୟତ ପାଳସାହି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ…

6 years ago

କନିଷ୍ଠ ଯନ୍ତ୍ରୀ ନିଖୋଜ: ଥାନାରେ ମାମଲା ରୁଜୁ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ଜଣେ କନିଷ୍ଠ ଯନ୍ତ୍ରୀ ସୋମବାର ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଆରଡବ୍ଲୁଏସ୍‌ଏସ ଏସ୍‌ଡିଓ ବିସିଂହପୁର ଥାନାରେ…

6 years ago

ବାଳାଶ୍ରମରୁ ଅନ୍ତେବାସୀ ନିଖୋଜ: ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା ଭାଜପା

ବ୍ରହ୍ମପୁର ଅଫିସ,୭।୧ ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଶାଣିନୂଆଗାଁଠାରେ ଥିବା ଉତ୍କଳ ବାଳାଶ୍ରମରୁ ସୋମବାର ବିଳମ୍ବିତ ରାତ୍ରରେ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି । ଏନେଇ ମଙ୍ଗଳବାର…

6 years ago

ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶିତ: ଟପ୍‌ ଟେନ୍‌ରେ ରାୟଗଡ଼ାର ସ୍ମରଣିକା

ରାୟଗଡ଼ା ଅଫିସ,୭।୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୨୧୮ଜଣ ପରୀକ୍ଷାର୍ଥୀ…

6 years ago

ବାଳାଶ୍ରମରୁ ୧୩ ଅନ୍ତେବାସୀ ନିଖୋଜ: ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୭।୧: ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଶାଣିନୂଆଗାଁଠାରେ ଥିବା ଉତ୍କଳ ବାଳାଶ୍ରମରୁ ସୋମବାର ବିଳମ୍ବିତ ରାତିରେ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି । ଏନେଇ ମଙ୍ଗଳବାର…

6 years ago

ମୋତିଆବିନ୍ଦୁ ଲେନ୍‌ସ ର଼୍ୟାକେଟ୍‌ ସକ୍ରିୟ

କଟକ ଅଫିସ, ୭।୧: କଟକରେ ମୋତିଆବିନ୍ଦୁ ଲେନ୍‌ସ ର଼୍ୟାକେଟ୍‌ ସକ୍ରିୟ। ମୋତିଆବିନ୍ଦୁରେ ଆକ୍ରାନ୍ତ ରୋଗୀମାନଙ୍କୁ ସରକାର ମାଗଣାରେ ଏହି ଲେନ୍‌ସ ଯୋଗାଇଦେବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏସ୍‌ସିବି…

6 years ago

ଓଲଟିଲା ବସ୍‌: ୮ ଆହତ

ଯାଜପୁର ଅଫିସ୍‌, ୭।୧: ଯାଜପୁର ଜିଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ସକାଳ ୭ଟା ସମୟରେ ମା’…

6 years ago

ଭିତରକନିକା ଜାତୀୟ ଉଦ୍ୟାନ: ୧୯ରେ ଡଲଫିନ୍‌ ଗଣନା

ରାଜନଗର, ୭।୧ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ୧୯ ତାରିଖରେ ଡଲଫିନ୍‌ ଗଣନା କରାଯିବ। ୧୮ ତାରିଖରେ ଡଲଫିନ ଗଣନା…

6 years ago

୩୧ରୁ ଭିତରକନିକା ମହୋତ୍ସବ

ରାଜନଗର, ୭।୧ (ଡି.ଏନ୍‌.ଏ.): ଚଳିତବର୍ଷଠାରୁ ଆରମ୍ଭ ହେଉଛି ଭିତରକନିକା ମହୋତ୍ସବ। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ନଳିତାପାଟିଆଠାରେ ଏହି ମହୋତ୍ସବ ଅନୁଷ୍ଠିତ…

6 years ago

୫୦ ହଜାର ଟଙ୍କା ଲୁଟ୍‌

ରାଜନଗର, ୭।୧ (ଡି.ଏନ.ଏ.) : ରାଜନଗର ବଜାର ଉପରୁ ଜଣେ ବୃଦ୍ଧଙ୍କ ୫୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମହାକାଳପଡା ଥାନା ଅଧୀନ ଭୋପାଳ ଗ୍ରାମର…

6 years ago