ଅନଗୁଳ-ଢେଙ୍କାନାଳ

ଏସ୍‌ବିଆଇ ସମନ୍ବୟ ମେଳା:୪୧ ଏସ୍‌ଏଚ୍‌ଜିକୁ ଦିଆଯିବ ବିନା ସୁଧରେ ଋଣ

ଭୁବନ,୨୧।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ନେଇ ସମନ୍ବୟ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଡିଓ ରାମଚନ୍ଦ୍ର ସୋରେନ୍‌, ସମ୍ମାନିତ ଅତିଥି ପ୍ରଗତି...

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୨୧।୭(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ରାଇନାଳୀ, ହେମାମୁରା, ବାତ୍ରାଖୋଳ, ଲକ୍ଷ୍ମୀପୁର, ଟେଣ୍ଟୁଲୀ ଗ୍ରାମ ଗୁଡ଼ିକରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ହାତୀପଲ ଗ୍ରାମାଭିମୁଖୀ ହୋଇ ଫସଲ ନଷ୍ଟ କରୁଛନ୍ତି। ବିଶେଷ...

ଛେଣ୍ଡିପଦାରେ ବିଚାର ବିଭାଗୀୟ ଅଦାଲତ ଉଦ୍‌ଘାଟିତ: ମହିକିଲଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

ଛେଣ୍ଡିପଦା,୨୧।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦରମହକୁମାରେ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦେୱାନୀ ବିଚାରପତି (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରବିବାର ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର...

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଅଭିଯୁକ୍ତଙ୍କୁ ଧରିବା ଲାଗି ଗଠନ ହେଲା ୩ ଟିମ୍‌

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ ରବିବାର ନିଜ ଆଡ଼ୁ ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ବୋଲି ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।...

ଅନୁଗୋଳରେ ଲଜ୍ଜା: ଶୋଇଥିବା ବେଳେ ଉଠାଇନେଇ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର, ମୃତ ଭାବି ଅଳିଆ ଗଦାରେ ଫିଙ୍ଗିଲେ

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜନୈକ ୮ ବର୍ଷର ନାବାଳିକାଙ୍କୁ ଶନିବାର ରାତିରେ ବଳାତ୍କାର ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତ ତାଙ୍କୁ ମୃତ ଭାବି ଅଳିଆ ଗଦାରେ ଫିଙ୍ଗି ଚାଲି ଯାଇଥିଲେ। ରବିବାର ସକାଳେ ତାଙ୍କୁ ଉଦ୍ଧାର...

ଅଧିକ ମଦ ବିକିଲେ ପୁରସ୍କାର ପ୍ରସ୍ତାବ: ଅଭିଜ୍ଞତା ନୁହେଁ ଅପରିପକ୍ୱତା

ବଅଁରପାଳ, ୨୧ା୭ (ଡି.ଏନ.ଏ.)- ଜରାଟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦୀପ ଓ ବିହାର ପରି ଗୋଟିଏ ପରେ ଗୋଟିଏ ରାଜ୍ୟ ମଦକୁ ନିଷେଧ କରିଥିବା ବେଳେ ଓଡ଼ିଶା ସରକାର ଏହାର ବିପରୀତ କାର୍ଯ୍ୟ କରିବା, ସର୍ବୋପରି ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟି...

ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୫ ଘଡ଼ିଆଳ

ବନ୍ତଳା, ୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଶୁକ୍ରବାର ଅପରାହ୍ନରେ ୫ଟି ଘଡିଆଳ କୁମ୍ଭୀର ଛଡାଯାଇଛି। ଏହି କୁମ୍ଭୀରଗୁଡିକୁ ନନ୍ଦନକାନନରୁ ସେଠାକୁ ନିଆଯାଇଛି। ଘଡ଼ିଆଳଙ୍କ ଗତିବିଧି ଜାଣିବା ପାଇଁ ସ୍ବତନ୍ତ୍ର ଭାବରେ ୫ଟି ଟ୍ରାନ୍ସମିଟର ଲଗାଯାଇଛି।...

ବ୍ୟସ୍ତବହୁଳ ସଡ଼କରେ ଝାଡ଼ଖଣ୍ଡୀ ହାତୀପଲ ଆତଙ୍କ: ରାସ୍ତାପାର୍ଶ୍ୱ ବୁଦା ସଫା କରିବାକୁ ଦାବି

ଭାପୁର, ୨୧।୭(ଡି.ଏନ.ଏ.) – ଢେଙ୍କାନାଳ ସଦର ଏବଂ ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ବ୍ୟସ୍ତବହୁଳ ରାସ୍ତାରେ ହାତୀଙ୍କ ବିଚରଣ ପଥଚାରୀଙ୍କ ଜୀବନକୁ ବିପଦରେ ପକାଉଛି। ରାସ୍ତା ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘଞ୍ଚ ବୁଦା ଆଢୁଆଳରେ ରହୁଥିବା...

କେନାଲ କାମକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା: କାମ ବନ୍ଦ କରାଇଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗେଡିଆ ସଜରାସାହିରୁ ପୁରୁଣାଗଡ ଲମ୍ବିଥିବା ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନାଲ କାମକୁ ନେଇ ଶନିବାର ଉତ୍ତେଜନା ଦେଖାଦେଇଛି। ପ୍ରକଳ୍ପ ବେଳେ କ୍ଷତିଗ୍ରସ୍ତ ହୋଇଥିବା ବାଗେଡିଆ ଗ୍ରାମର ଲୋକେ ଏହାକୁ ବିରୋଧ...

ବଜାଜ୍‌ ପ୍ଲାଟିନା ଏଚ୍‌ ଗିଅରର ବଜାର ପ୍ରବେଶ

କାମାକ୍ଷାନଗର, ୨୧।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍‌ ‘ବଜାଜ ପ୍ଲାଟିନା ଏଚ୍‌ ଗିଅର’ ବଜାର ପ୍ରବେଶ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଲ୍ସ ମ୍ୟାନେଜର...

ମୂଷା ଭୟ: ଝିଅ ଶବ ଜଗିବସିଲେ ମା’

ଅନୁଗୋଳ ଅଫିସ, ୨୧।୭ – ଅନୁଗୋଳ ମେଡିକାଲ ଶବ ବ୍ୟବଚ୍ଛେଦ ଗୃହରୁ ଜଣେ ଶିଶୁକନ୍ୟାର ଦୁଇ ଆଖି ଗାଏବ ଅଭିଯୋଗ ଅନ୍ୟ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହାର ଉଦାହରଣ ଶୁକ୍ରବାର ରାତିରେ ହିଁ...

ଏନ୍‌ଟିପିସି ମୁଖ୍ୟ ମହାପ୍ରବନ୍ଧକଙ୍କ ପଦୋନ୍ନତି

ତାଳଚେର, ୨୧ା୭(ନି.ପ୍ର.) – କଣିହାଁ ସ୍ଥିତ ଏନ୍‌ଟିପିସିର ମୁଖ୍ୟ ମହାପ୍ରବନ୍ଧକ ରମେଶବାବୁ ଭିଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ପଦୋନ୍ନତି ହୋଇଛି। ଗତ ୧୭ରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ମାର୍ଚ୍ଚ ୨୦ରେ ସେ କଣିହାଁ...

ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଉନ୍ନତିରେ ଖର୍ଚ୍ଚ ହେଉନି ଅର୍ଥ

ତାଳଚେର, ୨୧ା୭ (ନି.ପ୍ର.) – ତାଳଚେର ପୌର ପରିଷଦରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଯୁବ ସମାଜସେବୀ ସଂଗଠନ। ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଗଠନର ସଭାପତି ସ୍ବାଧୀନ ଥମ୍ବ ଅଭିଯୋଗ କରିଛନ୍ତି, ପୌର ପରିଷଦକୁ ଆସୁଥିବା...

ଗୁରୁ ଶିଷ୍ୟ ସମ୍ପର୍କ ନିବିଡ଼ ହେଉ

ବଇଣ୍ଡା,୨୦।୭(ଡି.ଏନ.ଏ.): ଶିଶୁଙ୍କୁ ଭଲ ମଣିଷ କରିବା ପାଇଁ ଶିକ୍ଷକ ସମାଜର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ଗୁରୁଙ୍କୁ ସମ୍ମାନ ଦିଆଯାଉ। ଗୁରୁ-ଶିଷ୍ୟ ସମ୍ପର୍କ ନିବିଡ଼ ହେଲେ ଶିଶୁର ଭବିଷ୍ୟତ ଉକଳ ହେବ ବୋଲି ଶନିବାର କିଶୋରନଗର ବ୍ଲକ କିଶୋରନଗର ହାଇସ୍କୁଲର...

ଠାକୁରଗଡ଼ ଥାନା ଅଞ୍ଚଳରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୦।୭(ଡି.ଏନ.ଏ.): ଆଠମଲ୍ଲିକ  ଜିଲା ଅନୁଗୋଳ ବ୍ଲକ ଠାକୁରଡ଼ ଥାନା ପେଡ଼ିପର, ସାନହୁଲା, କୁରୁମଟାପ, କୁର୍ତ୍ତିବାସପୁର, ପାଇକସାହି, ସାପଘରା, ଟାପଢୋଲ ଆଦି ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଅବକାରୀ...

ଶିଶୁକନ୍ୟାର ମୃତଦେହରୁ ଆଖି ଗାଏବ ଘଟଣା: ଖୋଳତାଡ଼ ଆରମ୍ଭ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଚାଲିଛି ଆଲୋଚନା

ଅନୁଗୋଳ ଅଫିସ,୨୦।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଜଣେ ୪ ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତଙ୍କ ମୃତଦେହରୁ ଦୁଇ ଆଖି ଗାଏବ ହେବା ନେଇ ଶୁକ୍ରବାର ଅଭିଯୋଗ ହୋଇଥିଲା। ତେବେ ଶନିବାର ଚିକିତ୍ସାଳୟରେ ସ୍ବାସ୍ଥ୍ୟ ଓ...

ବଜାଜ୍‌ ପ୍ଲାଟିନା ଏଚ୍‌ ଗିଅରର ବଜାର ପ୍ରବେଶ

କାମାକ୍ଷାନଗର, ୨୦।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍‌ ‘ବଜାଜ ପ୍ଲାଟିନା ଏଚ୍‌ ଗିଅର’ ବଜାର ପ୍ରବେଶ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଲ୍ସ ମ୍ୟାନେଜର...

ବିନା ଆକ୍ସନ ପ୍ଲାନରେ ଚାଲିଛି ପୌରପାଳିକା: ଉନ୍ନୟନ ଅର୍ଥ ଭରଣା ନେଇ ପ୍ରଶ୍ନବାଚୀ

ଅନୁଗୋଳ ଅଫିସ, ୨୦।୭ – ବିନା ଆକ୍ସନ ପ୍ଲାନରେ ଚାଲିଛି ଅନୁଗୋଳ ପୌରପାଳିକା। ୪ମାସ ତଳୁ ଆୟ ବ୍ୟୟ ଖସଡ଼ା ସହ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରି ନାହିଁ। ଫଳରେ ବିନା...