ବିଜେଡିର ଜୋରଦାର ଆନ୍ଦୋଳନ: ବିଜେଡିର ବଡ଼ନେତାଙ୍କୁ ଉଠାଇ ନେଲା ପୋଲିସ, ବବି-ଡାନି- ସୁଲତା ଦେଓ…

ଭୁବନେଶ୍ୱର,୧୬।୭: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ବିରୋଧୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ସୋମବାର ବିଳମ୍ବିତ ରାତିରେ ପୀଡ଼ିତା ଛାତ୍ରୀ ଆଖି ବୁଜି ଦେଇଥିବା ଘୋଷଣା କରାଯିବା ପରଠୁ ଏହି ପ୍ରସଙ୍ଗରେ ରାଜନୀତି ଜୋର ଧରିଛି। ସରକାରୀ ଉଦାସୀନତାର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ସହ ଲୋକସେବା ଭବନ ଘେରାଉ କରାଯାଇଛି। ଏହି ସମୟରେ ଲୋୟର ପିଏମଜିରେ ପୋଲିସ- ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି … Continue reading ବିଜେଡିର ଜୋରଦାର ଆନ୍ଦୋଳନ: ବିଜେଡିର ବଡ଼ନେତାଙ୍କୁ ଉଠାଇ ନେଲା ପୋଲିସ, ବବି-ଡାନି- ସୁଲତା ଦେଓ…