ରସୁଣ ରସ ସହ ମିଶାଇ ପିଅନ୍ତୁ ମହୁ, ମିଳିବ ଏହିସବୁ ଫାଇଦା

ମହୁ ଏବଂ ରସୁଣ ରସ ଦୈନନ୍ଦିନ ସେବନ କଲେ ଶରୀର ସୁସ୍ଥସବଳ ରହିବା ସହ ସଂକ୍ରମଣ ଭୟ ହ୍ରାସ ହୋଇଥାଏ। ରସୁଣରେ ଆଲିସିନ୍‌ ରହିଛି। ଯାହା କୋଲେଷ୍ଟୋରଲ୍‌ ହ୍ରାସ କରିବାରେ ମଧ୍ୟ ସହାୟକ ହୁଏ। ରକ୍ତ ଜମାଟ ବାନ୍ଧିବାରୁ ବି ରକ୍ଷାକରେ। ଏଥିରେ କର୍କଟ ନିରୋଧୀ ଗୁଣ ମଧ୍ୟ ରହିଛି। ଭିଟାମିନ୍‌ ବି ୬, ଭିଟାମିନ୍‌ ସି, ସେଲେନିୟମ୍‌ ଏବଂ ଫାଇବର୍‌ ଆଦି ଥିବା ହେତୁ ଶରୀରର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ସେହିପରି ମହୁରେ ଆଣ୍ଟିି ଅକ୍ସିଡାଣ୍ଟ୍‌ ଭରପୂର୍‌ ଥାଏ। ଏହାସହ ଏଥିରେ ପୋଟାସିୟମ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌ ଏବଂ ସେଲେନିୟମ୍‌ ରହିଛି। ତା’ସାଙ୍ଗକୁ ଭିଟାମିନ୍‌, ଥିୟାମିନ୍‌ ଏବଂ ନିୟାସିନ୍‌ ବି ରହିଛି। ଏହା ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଦୈନନ୍ଦିନ ମହୁ ଓ ରସୁଣ ରସ ମିଶାଇ ପିଇଲେ ଆଶାତୀତ ଫଳପ୍ରାପ୍ତି ହୋଇଥାଏ।


All Right Reserved By

ଅତ୍ୟଧିକ ଆମ୍ବ ସେବନ ସ୍ବାସ୍ଥ୍ୟପକ୍ଷେ ହାନିକାରକ

ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ତା’ଠୁ ଅଧିକ ସ୍ବାଦିଷ୍ଟ। ବର୍ଷାଦିନରେ ଆମ୍ବର ମଜା ନେବାକୁ ପ୍ରାୟ ସମସ୍ତଙ୍କୁ ବେଶି ପସନ୍ଦ ହୋଇଥାଏ। ଏହା ପୋଷକ...

ଯୋଗ କରୁଥିଲେ..

ନିଜର ଦୈନନ୍ଦିନ ଜୀବନ ତାଲିକାରେ ଯୋଗକୁ ଥରେ ସାମିଲ କରନ୍ତୁ ନା ! ତେବେ ଜାଣିପାରିବେ ଏହାର ସୁପ୍ରଭାବ ବିଷୟରେ ଆପେ ଜାଣିପାରିବେ। ହେଲେ ଯୋଗ...

ରାତିରେ ଭାତ ଖାଉଥିଲେ ଜାଣନ୍ତୁ କ’ଣ ମିଳେ ଉପକାର

ପ୍ରାୟ  ଲୋକ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଭାତରୁ କ’ଣ ଉପକାର ମିଳିଥାଏ ତାହା ଅନେକଙ୍କୁ  ନ ଥିବ।  ଭାତରେ ଭିଟାମିନ୍‌ ଏବଂ...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ଖରାରେ ଶୁଖିପାରେ ଆଖିରୁ ଜଳୀୟଅଂଶ: କିପରି କରିବେ ଚିକିତ୍ସା

ଖରାଦିନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସେଥିପାଇଁ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଖରାଦିନେ ବାହାରକୁ ବାହାରିବା ମାତ୍ରେ...

ଲାଉ ଜୁସ୍‌ ପିଇବାକୁ ପସନ୍ଦ

ଏଲିନା ସାମନ୍ତରାୟ। ଓଲିଉଡ଼ର ଜଣେ ଆଗଧାଡ଼ିର ନାୟିକା। ୨୦୧୫ରୁ ‘ଇସ୍କ ତୁ ହି ତୁ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତକୁ ପ୍ରବେଶ କରିଥିଲେ। ବର୍ତ୍ତମାନ...

ରଜରେ ଅତିଥି ଚର୍ଚ୍ଚା

ରଜ ସମୟରେ ଘରକୁ ଅତିଥି ଆସିଥାନ୍ତି। ସେମାନଙ୍କୁ ଚର୍ଚ୍ଚା ଲାଗି ପ୍ରସ୍ତୁତି ସମ୍ପର୍କରେ ଜାଣନ୍ତୁ କେତୋଟି କଥା.. – ଅତିଥି ଆସିବା ପୂର୍ବରୁ ଘରକୁ ସୁନ୍ଦର...

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *