ଏସିଡିଟି ସମସ୍ୟା ଠିକ୍‌ କରେ ଯୁଆଣି ଚା’

ଯୁଆଣି ଖାଦ୍ୟର ସ୍ବାଦ ବଢାଇବା ସହ ଏଥିରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ଶରୀରର ଅନେକ ସମସ୍ୟାକୁ ଠିକ୍‌ କରିଥାଏ। ପ୍ରତିଦିନ ସକାଳୁ ଖାଲି ପେଟରେ ଯୁଆଣି ଚା’ ପିଇଲେ ଲାଭ ମିଳିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଛନ୍ତି।
-ସକାଳୁ ଯୁଆଣି ଚା’ ପିଇଲେ ହୃଦଘାତ ସମସ୍ୟା ଦୂର ହୋଇଥାଏ। ଖାଲି ସେତିକି ନୁହେଁ ଏହାଦ୍ୱାରା ଅନ୍ତଃନଳୀ ସମ୍ବନ୍ଧୀୟ ସମସ୍ୟା ଠିକ୍‌ ହୋଇଥାଏ।
-ଏସିଡିଟି ସମସ୍ୟା ଥିଲେ ନିୟମିତ ଭାବେ ଏକ ସପ୍ତାହ ସକାଳୁ ଯୁଆଣି ଚା’ ପିଇଲେ ଏହା ଠିକ୍‌ ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ।
-ଯୁଆଣି ଚା’ ପ୍ରସ୍ତୁତ କରିବା ପାଇଁ ଏକ କପ୍‌ ପାଣି ସହ ଅଳ୍ପ ଯୁଆଣି ଗୋଟିଏ ଗୁଜୁରାତି ଓ ଅଳ୍ପ ପାନ ମଧୁରୀ ପକାଇ ଭଲଭାବେ ଫୁଟାଇ ଛାଣି ପିଇଲେ ଉପରୋକ୍ତ ଲାଭ ମିଳିଥାଏ।


All Right Reserved By Dharitri.Com

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ଚାମୁଚେ…

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ଚାମୁଚେ ଆଲୋଭେରା ବା ଘିକୁଆଁରୀ ରସ ପିଇଲେ ବହୁ ସୁଫଳ ମିଳିଥାଏ । ଏହା ରକ୍ତସଞ୍ଚାଳନ ବୃଦ୍ଧି...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏଥିରୁ ସହଜରେ ମୁକ୍ତି ମିଳିପାରେ।...

ଉଡ଼ନ୍ତା ପାଉଁଶରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

”ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ...

ବହୁ ଉପକାରୀ ମୁଗଡାଲି ପାଣି

ମୁଗଡାଲିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ...

ଏହିସବୁ ସମସ୍ୟାରୁ ମୁକ୍ତିଦିଏ ଗୁଡ଼

ଗୁଡ଼ ସ୍ବାସ୍ଥ୍ୟପକ୍ଷେ ଉପକାରୀ। ଏଣୁ ଚିନି ଅପେକ୍ଷା ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଗୁଡ଼ ଖାଇବା ଫଳରେ ଅନେକ ରୋଗରୁ ମୁକ୍ତି ମିଳିବା...

ଗର୍ଭାବସ୍ଥାରେ ରକ୍ତହୀନତା ଦେଖାଦେଲେ ଖାଆନ୍ତୁ ଏହିସବୁ ଫଳ

ବିଶେଷକରି ଗର୍ଭାବସ୍ଥାରେ ମହିଳାମାନେ ରକ୍ତହୀନତା ବା ଆନେମିଆ ରୋଗର ଶିକାର ହୋଇଥାନ୍ତି। ଯାହା ଉଭୟ ମାଆ ଏବଂ ପିଲା ପ୍ରତି ବିପଦ ସୃଷ୍ଟି କରିଥାଏ। ଏଥିରୁ...

ଏକୁଟିଆ ଯାତ୍ରା କରୁଥିଲେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ଯେତେ...

ଭୁଲ୍‌ରେ ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ୬ଟି ଜିନିଷ

ସାଧାରଣତଃ ବ୍ୟସ୍ତବହୁଳତା ଜୀବନ ଯୋଗୁ ଲୋକମାନେ ସପ୍ତାହର ପନିପରିବା ଆଣି ଫ୍ରିଜ୍‌ରେ ରଖିଦେଇଥାନ୍ତି। ପ୍ରାୟ ସମୟରେ ଏହି ପନିପରିବା ବହୁଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରହିଯାଇଥାଏ। ହେଲେ...

Leave a comment

Your email address will not be published. Required fields are marked *