Posted inଜାତୀୟ

ଅନନ୍ତନାଗରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଶ୍ରୀନଗର,୫।୧୦: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଡିସି ଅଫିସ୍‌ ସମ୍ମୁଖରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବା କୁହାଯାଉଛି। ଜଣେ ଆତଙ୍କବାଦୀ ଗ୍ରେନେଡ୍‌ ଫିଙ୍ଗିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଏହାର ତଦନ୍ତ ଜାରି ରହିଛି।


All Right Reserved By Dharitri.Com

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କଲା ଭାଜପା: ଦାଦ୍‌ରିରୁ ବବିତା ଫୋଗଟ

ଚଣ୍ଡିଗଡ,୩୦।୯: ହରିୟାଣାରେ ବିଧାନସଭା ନିର୍ବାଚନ ଲାଗି ୭୮ ଆସନ ପାଇଁ ଭାଜପା ପକ୍ଷରୁ ସୋମବାର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ପୁଣି ଥରେ ହରିୟାଣା...

ଚାଇନାରେ ଥିବା ପାକିସ୍ତାନୀ ଛାତ୍ର ଭାରତକୁ ମାଗିଲେ ସହାୟତା

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ଆତଙ୍କ ଜାରି ରହିଛି। ସେଠାରେ କିଛି ପାକିସ୍ତାନୀ ଛାତ୍ର ରହିଛନ୍ତି। ତେବେ ପାକିସ୍ତାନ ସେମାନଙ୍କୁ ସ୍ବଦେଶ ଆଣିବା ନେଇ କୌଣସି...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

କଞ୍ଚା ପନିର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପନିରରେ ଓମେଗା-୩ ଏସିଡ୍‌ ରହିଥାଏ। ଏହା ରକ୍ତ ଶର୍କରାସ୍ତରକୁ ସନ୍ତୁଳିତ କରେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ ଶିବିର ଉପରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। କୋଡରା ଚକରେ ଥିବା ଟ୍ରାନ୍ସଫରମର ନିକଟରେ ଏମାନେ ଗ୍ରେନେଡ...

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା...

ଭୁଲ ବୁଝାମଣାରେ ପୋଲିଓ ଟିମ୍‌କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଲେ ଲୋକେ

ମିରଟ,୨୭।୧: ଦେଶର ବିଭିନ୍ନ ସ୍ଥାନରେ ଏବେ ବି ନାଗରିକତ୍ୱ ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିରୋଧ ଜାରି ରହିଛି। ଏହାକୁ ନେଇ ବିଭିନ୍ନ ପ୍ରକାରର ଗୁଜବ...

ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପିଏଫ୍‌ଆଇର ୨୫ ସଦସ୍ୟ ଗିରଫ

ଲକ୍ଷ୍ନୌ,୧।୧: ଉତ୍ତରପ୍ରଦେଶ ପୋଲିସ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ୨୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରାଯାଇଥିବା...

ମୂର୍ତ୍ତି ବିସର୍ଜନବେଳେ ଅଘଟଣ: ପାଣିରେ ବୁଡି ଗଲା ୭ ଜଣଙ୍କ ଜୀବନ

ଢୋଲପୁର,୯।୧୦: ରାଜସ୍ଥାନର ଢୋଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନବେଳେ ବୁଡିଯାଇ ୭ଜଣଙ୍କ ମୃତ୍ୟୁ ଘଟିଛି। ପାର୍ବତ ନଦୀରେ ମୂର୍ତ୍ତି ବିସର୍ଜନବେଳେ...

Leave a comment

Your email address will not be published. Required fields are marked *