ମେହେନ୍ଦିରେ ମିଶାଇ ଲଗାନ୍ତୁ ଏହି ଜିନିଷ: ଧଳା କେଶ ହେବ କଳା

ବର୍ତ୍ତମାନ ସମୟରେ କେଶ ପାଚିବା ଅଥବା ଧଳା ହେବା ଏକ ସାଧାରଣ କଥାରେ ପରିଗଣିତ ହେଲାଣି। ଏଥିରେ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଛି। ଅନେକେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ମେହେନ୍ଦିର ବ୍ୟବହାର କରିଥାନ୍ତି। ମାତ୍ର ଏପରି କରିବା ଦ୍ୱାରା ମେହେନ୍ଦିରେ ଥିବା ରସାୟନିକ ପଦାର୍ଥ ଯୋଗୁ କେଶ ଝଡିବା ଆରମ୍ଭ କରିଥାଏ। ଏହା ସହ ରଙ୍ଗ ଅଧିକ ସମୟ ରହି ନ ଥାଏ। ତେବେ ଏପରି କିଛି ଜିନିଷ ରହିଛି ଯାହାକୁ ମେହେନ୍ଦି ସହ ଲଗାଇଲେ କେଶ ଧଳା ହୋଇ ନ ଥାଏ, ଜାଣନ୍ତୁ ସେ ସମ୍ପର୍କରେ…..

ବାଦାମ ତେଲ:
ଏଥିରେ ପୋଷକତତ୍ୱ ସହ ଭିଟାମିନ୍‌-ଇ ରହିଥାଏ। ଫଳରେ ଏହି ତେଲକୁ ମେହେନ୍ଦିରେ ମିଶାଇ ଲଗାଇବା ଦ୍ୱାରା କେଶ ଧଳା ହୋଇ ନ ଥାଏ।

କିପରି କରିବେ ପ୍ରସ୍ତୁତି:
ମେହେନ୍ଦିରେ ବାଦାମ ତେଲ ପାଣି ମିଶାଇ କମ୍‌ ଆଞ୍ଚରେ ବସାନ୍ତୁ। ଏହା ମିଶିଯିବା ପରେ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।

ବ୍ୟବହାର:
ଉକ୍ତ ପେଷ୍ଟକୁ କେଶରେ ଭଲ ଭାବେ ଲଗାଇ ୩୦/୪୦ ମିନିଟ୍‌ ରଖନ୍ତୁ। ପରେ ଏହା ଶୁଖିଗଲା ପରେ ଧୋଇଦିଅନ୍ତୁ। ଏପରି ୨ ସପ୍ତାହ କରିବା ଫଳରେ କେଶ କଳା ହେବା ସହ ମୋଟା ଓ ଘନ ହୋଇଥାଏ।


All Right Reserved By Dharitri.Com

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସୁଥିଲେ ହୋଇପାରେ ଏହି ସମସ୍ୟା

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ମାତ୍ର ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ...

ଋତୁ ପରିବର୍ତ୍ତନ ସମୟରେ ହେଉଥିବା ଶାରିରୀକ ସମସ୍ୟାରୁ ମୁକ୍ତି ଦେବ ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେଲେ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ୍‌ ଯୋଗୁ ଶରୀରରେ ଥଣ୍ଡା, କାଶ ଓ...

ସ୍ବା ସ୍ଥ୍ୟ ସୂ ଚ ନା

-କୌଣସି ରୋଗର ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ହୁଏତ ଗମ୍ଭୀର ସମସ୍ୟା ଧାରଣ କରିପାରେ। ତେଣୁ ତୁରନ୍ତ ଡାକ୍ତରଙ୍କ ସହ...

ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍‌ ମଟର

ସାଧାରଣତଃ ଶୀତଦିନେ ଗ୍ରୀନ୍‌ ମଟର ହୋଇଥାଏ। ଛୋଟରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ସମସ୍ତ ପ୍ରକାରର ତରକାରିରେ...

ଏକ୍ସ-ରେ

ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା...

ସୋସିଆଲ ମିଡିଆରୁ ସମ୍ପର୍କ: ଡେଟ୍‌ରେ ଯାଉଥିଲେ ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଇଣ୍ଟରନେଟ୍‌ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍‌ନିକ୍‌ ସହିତ ବେଶ୍‌ ଜଡିତ। ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ...

ଓଡ଼ିଶୀ ମାୟାରେ ମନୀଷା

ଅଦମ୍ୟ ବିଶ୍ୱାସ ଏବଂ ପ୍ରଗାଢ଼ ଚେଷ୍ଟା ବଳରେ ନିଜର ସ୍ବପ୍ନକୁ ସାକାର କରିହୁଏ। ଗୋଟିଏ ପଟେ ଶିକ୍ଷାଦାନ ଅନ୍ୟପଟେ ଓଡ଼ିଶୀ ନୃତ୍ୟରେ ନିଜର ଦକ୍ଷତା ପ୍ରତିପାଦନ...

କେମିତି ବଢିବ ରୋଗ ପ୍ରତିରୋଧକ ଶକ୍ତି

ହାଭାର୍ଡ ଓ୍ବିଓ୍ବିରେ ଆଧୁନିକ ଚିକିତ୍ସାକୁ ନେଇ ଅଧ୍ୟୟନ କରୁଥିବା ଡାକ୍ତର ଓ୍ବିଲିୟମ ଲି ଏମିତି କିଛି ଖାଦ୍ୟ ପଦାର୍ଥ ସମ୍ପର୍କରେ ସୂଚନା ଦେଇଛନ୍ତି ଯାହା ଶରୀରର...

Leave a comment

Your email address will not be published. Required fields are marked *