ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ସିଓଲ,୪।୧୦: ମିଳିତ ଜାତିସଂଘ ଏବଂ ଆମେରିକାର ସମସ୍ତ କଟକଣା ସତ୍ତ୍ୱେ ତିନି ବର୍ଷ ପରେ ଉତ୍ତର କୋରିଆ ପୁଣି ବାଲାଷ୍ଟିକ ମିଶାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ। ଗୁରୁବାର ଅଣ୍ଡରଓ୍ବାଟର୍‌ ଏହି ବାଲାଷ୍ଟିକ ମିଶାଇଲ୍‌ ପରୀକ୍ଷଣ କରାଯାଇଥିବା ଉତ୍ତର କୋରିଆ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାକୁ ଡରାଇବା ପାଇଁ ଏଭଳି ପରୀକ୍ଷଣ କରାଯାଇଥିବା କୁହାଯାଉଛି। ଏହି ବାଲାଷ୍ଟିକ ମିଶାଇଲ ପାଣି ଭିତରେ ୫୦୦ କିମି ଦୂର ପର୍ଯ୍ୟନ୍ତ ବିପର୍ଯ୍ୟୟ ଘଟାଇ ପାରିବାର କ୍ଷମତା ରହିଛି। ଏହାକୁ ୧୫୦୦ କିମି ପର୍ଯ୍ୟନ୍ତ ମଧ୍ୟ ବଢାଯାଇପାରିବ ବୋଲି ଜଣାପଡିଛି।


All Right Reserved By Dharitri.Com

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲ କାଠରେ ନିର୍ମିତ ହେଲା ୨୦୨୦ ଟୋକିଓ ଅଲମ୍ପିକ୍‌ ମୁଖ୍ୟ ଷ୍ଟାଡ଼ିୟମ୍‌: ଏକକାଳୀନ ବସି ପାରିବେ ୬୦ ହଜାର ଦର୍ଶକ

ଟୋକିଓ,୧।୧୨: ଜାପାନରେ ୨୦୨୦ ଟୋକିଓ ଅଲମ୍ପିକ୍‌ ହେବ। ଏଥିପାଇଁ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଷ୍ଟାଡ଼ିୟମ୍‌ ନିର୍ମାଣରେ ୮୭ ପ୍ରତିଶତ କାଠର...

୧୬-ସାଇକ୍‌ ଗ୍ରହାଣୁରେ ଭରି ରହିଛି ଟନ୍‌ ଟନ୍‌ ସୁନା ଓ ପ୍ଲାଟିନମ୍‌

ଓ୍ବାଶିଂଟନ୍‌,୨୫।୮: ପୃଥିବୀ ନିକଟକୁ ଗ୍ରହାଣୁ ଆସିଲେ ମହାକାଶ ବିଜ୍ଞାନୀଙ୍କ ମନରେ ଶଙ୍କା ଜାତ ହୋଇଥାଏ। ଯଦି ଦୈବାତ୍‌ ଏହା ପୃଥିବୀ ସହ ଧକ୍କା ଲାଗିଲା ତେବେ...

ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିଜା ଦେଲାନାହିଁ ଆମେରିକା

ଓ୍ବାଶିଂଟନ,୭।୧: ନ୍ୟୁୟର୍କରେ ଆୟୋଜିତ ୟୁନାଇଟେଡ ନେଶନସ୍‌ ସିକ୍ୟୁରିଟି କାଉନସିଲ ମିଟିଂରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିଥାଆନ୍ତେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌।...

ଅସଲ ହିରୋର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୩୧।୧୦: ଉତ୍ତର ପଶ୍ଚିମ ସିରିୟାର ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌)ର ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦି ଶିବିରରେ ଆକ୍ରମଣ କରିବା ସମୟରେ ଆହତ ହୋଇଥିବା...

ଧନୀ ଦେଶଙ୍କ ଡମ୍ପି ଗ୍ରାଉଣ୍ଡ୍‌ ହେବନି ମାଲେସିଆ: ୩ ହଜାର ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଆମେରିକା ସମେତ ଅନ୍ୟ ଦେଶକୁ ପଠାଯିବ

କୁଆଲାମ୍ପୁର,୨୯।୫: ମାଲେସିଆର ବିଭିନ୍ନ ବନ୍ଦରରେ ୩ ହଜାର ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଜମା ହୋଇ ରହିଛି। ଏସବୁ ୬୦ଟି କଣ୍ଟେନରରେ ଏଠାକୁ ଆସିଥିବା ମାଲେସିଆ...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ଟ୍ରମ୍ପଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଲେଖିକା: ଆମେରିକା ରାଷ୍ଟ୍ରପତି କହିଲେ ମିଥ୍ୟା ଖବର

ଓ୍ବାଶିଂଟନ,୨୨।୬: ନ୍ୟୁୟର୍କର ଜଣେ ଲେଖିକା ତଥା କଲମନିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପlରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହା ବିଗତ ୨ ଦଶକ...

ବନ୍ଦ ହେଲା ଅମୃତସର-ଲାହୋର ବସ୍‌ ସେବା

ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍‌ ସେବା ବନ୍ଦ କରିଥିବା...

Leave a comment

Your email address will not be published. Required fields are marked *