Posted inଜାତୀୟ

ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି: ମାମଲା ରୁଜୁ

ଭୋପାଳ,୪।୧୦: ଗତ ଅକ୍ଟୋବର ୨ରେ ସାରା ଦେଶରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ରିଓ୍ବା ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବାପୁ ଭବନରେ ରଖାଯାଇଥିବା ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି ହେବା ସହ ତାଙ୍କ ଫଟୋରେ କେହି ଜଣେ ଦୁର୍ବୃତ୍ତ ରାଷ୍ଟ୍ରଦ୍ରୋହୀ ଲେଖିଥିବା ଜଣାପଡିଛି। ରଓ୍ବା ଜିଲା କଂଗ୍ରେସ ଅଧ୍ୟକ୍ଷ ଗୁରମିତ ସିଂ ପୋଲିସରେ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ ଅନୁଧ୍ୟାନ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ,ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ଅସ୍ଥିକୁ କୌଣସି ନଦୀରେ ବିସର୍ଜନ ନ କରାଯାଇ ଦେଶର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସଂଗ୍ରାହାଳୟରେ ସାଇତି ରଖାଯାଇଥିଲା।


All Right Reserved By Dharitri.Com

ରୋଜଗାରର ବାଟ ଫିଟାଇବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେ: ପ୍ରଧାନମନ୍ତ୍ରୀ

ଚିତ୍ରକୂଟ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୧୫ ହଜାର କୋଟି ଟଙ୍କା...

ଓମ୍‌ ବିର୍ଲା ହେଲେ ୧୭ ତମ ଲୋକ ସଭା ବାଚସ୍ପତି: ସମସ୍ତ ଦଳ କଲେ ସମର୍ଥନ

ନୂଆଦିଲ୍ଲୀ,୧୯।୬: ରାଜସ୍ଥାନ କୋଟା ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି। ବୁଧବାର ବାଚସ୍ପତି ଭାବେ ତାଙ୍କ...

ବାୟୁସେନା ହେଲିକପ୍ଟର ଖସାଇବା ଘଟଣା: କୋର୍ଟ ମାର୍ଶାଲର ସମ୍ମୁଖୀନ ହେବେ ୨ ଅଧିକାରୀ

ନୂଆଦିଲ୍ଲୀ, ୧୫ା୧୦: ଗତ ଫେବୃୟାରୀ ୧୭ରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରକୁ ଅଜାଣତରେ ମିଶାଇଲ ମାଡ଼ କରି ଖସାଇବା ଘଟଣାରେ ୨ ଅଧିକାରୀ କୋର୍ଟ ମାର୍ଶାଲର...

ସାଧ୍ୱୀ ପ୍ରାଚୀଙ୍କୁ ଆଲିଗଡ଼ ମନା

ଆଲିଗଡ଼,୧୦ା୬(ପି.ଟି.): ହିନ୍ଦୁତ୍ୱବାଦୀ ନେତା ସାଧ୍ୱୀ ପ୍ରାଚୀ ରବିବାର ଆଲିଗଡ଼ର ତପ୍ପାଲ ସହରକୁ ଯାଉଥିବାବେଳେ ଉତ୍ତେଜନା ଆଶଙ୍କାରେ ତାଙ୍କୁ ରୋକାଯାଇଛି। ହତ୍ୟାର ଶିକାର ହୋଇଥିବା ଅଢ଼େଇ ବର୍ଷୀୟା...

୨୮ତମ ସେନା ମୁଖ୍ୟ ହେଲେ ନରାଓ୍ବଣେ: ନୂଆବର୍ଷରୁ ସିଡିଏସ୍‌ ଭାର ସମ୍ଭାଳିବେ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ମଙ୍ଗଳବାର ୨୮ତମ ସେନା ମୁଖ୍ୟ ଭାବେ ଲ୍ୟୁଟନାଣ୍ଟ୍‌ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନରାଓ୍ବଣେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ...

ସଂଖ୍ୟାକୁ ଦେଖିଲେ ଲାଗେ ଡର …

ପୃଥିବୀର ବିଭିନ୍ନ ଲୋକଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସଂଖ୍ୟାକୁ ଦେଖିଲେ ଡର ଲାଗିବା। ଏହାକୁ ଡାକ୍ତରୀ ଭାଷାରେ ଆରିଥ୍‌ମୋଫୋବିଆ...

ଧର୍ମନିରପେକ୍ଷ ନୁହେଁ ଭାଜପା: ସିଦ୍ଧରମେୟା

ବେଙ୍ଗାଲୁରୁ,୩୦।୭: ଚଳିତବର୍ଷ କର୍ନାଟକର ଭାଜପା ସରକାର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ନ କରିବାକୁ ଯୋଜନା କରୁଥିବା ଜଣାପଡିଛି। ବୁଧବାର କ୍ୟାବିନେଟ ବୈଠକ ପରେ ଏହା...

ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ...

Leave a comment

Your email address will not be published. Required fields are marked *