Posted inଜାତୀୟ

ଲକ୍ଷ୍ନୌରେ ଗଡ଼ିଲା ତେଜସ ଏକ୍ସପ୍ରେସ: ଯୋଗୀ ଆଦିତ୍ୟନାଥ କଲେ ଶୁଭାରମ୍ଭ

ଲକ୍ଷ୍ନୌ,୪।୧୦: ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ ଏକ୍ସପ୍ରେସ ଶୁକ୍ରବାର ଟ୍ରାକ୍‌ରେ ଗଡ଼ିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ଷ୍ଟେସନରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଲକ୍ଷ୍ନୌରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅକ୍ଟୋବର ୬ରୁ ଏହା ବ୍ୟାବସାୟିକ ଯାତ୍ରା ଆରମ୍ଭ କରିବ। ତେଜସ ଏକ୍ସପ୍ରେସ ମଙ୍ଗଳବାର ବ୍ୟତୀତ ସପ୍ତାହର ବାକି ୬ଦିନ ଚଳାଚଳ କରିବାକୁ ଥିବା ବେଳେ ଟ୍ରେନ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ ଏହାର କ୍ଷତିପୂରଣ ଦିଆଯିବ। ଏକ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୧୦୦ଟଙ୍କା ଓ ୨ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୨୫୦ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି।


All Right Reserved By Dharitri.Com

ଅଯୋଧ୍ୟା ମାମଲାରେ ଦାଖଲ ହୋଇଥିବା ସମସ୍ତ ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୨।୧୨: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସମସ୍ତ ପୁନର୍ବିଚାର ଆବେଦନ ଗୁରୁବାର ଖାରଜ ହୋଇଯାଇଛି। ଗତ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି...

ପୋଲିସ ଗୁଳିରେ ଟଳିଲେ ୫ ମାଓବାଦୀ

ହାଇଦ୍ରାବାଦ,୨୨।୯: ଆନ୍ଧ୍ରପ୍ରଦେଶ ମାଦିଗିମୁଡୁ ଜଙ୍ଗଲରେ ରବିବାର ଗ୍ରେହାଉଣ୍ଡସ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି...

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ମମତାଙ୍କ ନାଁରେ ସୁପ୍ରିମକୋର୍ଟରେ ଆବେଦନ

କୋଲକାତା,୬।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମମତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟପାଳ...

ଭାଇରାଲ ହେଉଛି ଭାଜପା ନେତାଙ୍କ ବିବାଦୀୟ ବୟାନ

ହରିୟାଣା,୨୦।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ଜଣେ ଭାଜପା ନେତାଙ୍କ ବିବାଦୀୟ ବୟାନ ଭାଇରାଲ...

ଜିମ୍‌ ବନ୍ଦ ହେବାରୁ ରାସ୍ତା ଉପରେ ବ୍ୟାୟାମ କଲେ ଲୋକେ

ମୁମ୍ବାଇ,୧୯।୩: ସବୁଆଡେ କରୋନା ଭାଇରସ ଭୟ। ଦିନକୁ ଦିନ ଏହା ବଢି ଚାଲି ଥିବାରୁ ଏହାକୁ ରୋକିବାକୁ ଯାଇ ସରକାର ବିଭିନ୍ନ ପ୍ରକାର କଟକଣା ଜାରି...

କଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ହୀରାନଗର ସେକ୍ଟରର ମାନ୍ୟାରି-ଚୋରଗଲି ଅଞ୍ଚଳରେ ପାକିସ୍ତାନ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼...

ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୦।୮: ଚନ୍ଦ୍ରୟାନ-୨ ମଙ୍ଗଳବାର ଭାରତୀୟ ସମୟ ପୂର୍ବାହ୍ନ ୯ଟା ୨ରେ ଚନ୍ଦ୍ରର କକ୍ଷପଥରେ ସଫଳତାର ସହିତ ପ୍ରବେଶ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)...

ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର

ଗାନ୍ଧିନଗର,୫।୭: ଗୁଜରାଟ ରାଧାନପୁରର କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ସେ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ...

Leave a comment

Your email address will not be published. Required fields are marked *