ପିଏମ୍‌ସି ମାମଲାରେ ଯାଞ୍ଚ ହେବ ଅଡିଟରଙ୍କ ଭୂମିକା

ନୂଆଦିଲ୍ଲୀ,୩-୧୦: ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଠକେଇ ମାମଲାରେ ଅଡିଟରଙ୍କ ଭୂମିକା ଯାଞ୍ଚ ହେବ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟସର ସର୍ବୋଚ୍ଚ ସଂସ୍ଥା ଆଇସିଏଆଇ ଅଡିଟରଙ୍କ ଭୂମିକା ଠକେଇରେ ରହିଛି କି ନା ତାର ତର୍ଜମା କରିବ। ଆଇସିଏଆଇ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଏବଂ ପିଏମ୍‌ସି ବ୍ୟାଙ୍କର ଅନ୍ୟ କର୍ତ୍ତୃପକ୍ଷଙ୍କ ବିଭିନ୍ନ ସୂଚନା ମାଗିଛି। ରିଜର୍ଭ ବ୍ୟାଙ୍କର ସତର୍କତା ବିଭାଗ ଏବଂ ମହାରାଷ୍ଟ୍ର କୋଅପରେଟିଭ ସୋସାଇଟିର କମିଶନରଙ୍କ ପକ୍ଷ ଆଇସିଏଆଇ ଲୋଡିଛି। ଅପରପକ୍ଷରେ ଏହି ମାମଲାରେ ଅଡିଟରଙ୍କ ପ୍ରଛନ୍ନ ହାତ ରହିଥିବା ନିଲମ୍ବିତ ହୋଇଥିବା ବ୍ୟାଙ୍କର ଏମ୍‌ଡି ଜୟ ଥୋମାସ କହିଛନ୍ତି। ଅଡିଟରଙ୍କ ବେଖାତିର ଏବଂ ଖାମଖିଆଲି ନୀତି ଯୋଗୁ ଏଭଳି ହୋଇଥିବା ଥୋମାସ ବୁଧବାର ଅଭିଯୋଗ ଆଣିଛନ୍ତି।


All Right Reserved By Dharitri.Com

ଅଦ୍ୟାବଧି ଏଫ୍‌ପିଆଇ କାଢ଼ି ନେଇଛନ୍ତି ୪୧୯୩ କୋଟି

ନୂଆଦିଲ୍ଲୀ,୨୩-୯: ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) ବା ବିଦେଶୀ ନିବେଶକ ଦେଶର ଷ୍ଟକ୍‌ ବଜାରରୁ ଶେୟାର ବିକ୍ରି କରି ଅଦ୍ୟାବଧି ୪୧୯୩ କୋଟି ଟଙ୍କା କାଢ଼ି ନେଇଛନ୍ତି।...

ଜଲାନ କମିଟି ରିପୋର୍ଟ ପ୍ରଦାନ: ସୋମବାର ଆର୍‌ବିଆଇର ବିଚାର

ମୁମ୍ବାଇ,୨୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଶୁକ୍ରବାର ତାଙ୍କର ରିପୋର୍ଟ କେନ୍ଦ୍ରୀୟ ବ୍ୟାଙ୍କକୁ ପ୍ରଦାନ କରିଛନ୍ତି। ସୋମବାର...

ମାନ୍ଦାବସ୍ଥା ଯୋଗୁ କମିଲା ରେଲଓ୍ବେର ରାଜସ୍ବ

ନୂଆଦିଲ୍ଲୀ,୨୭-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ରେଲଓ୍ବେ ଉପରେ ପଡିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ପାସେଞ୍ଜର ଏବଂ ମାଲ...

ବିପିସିଏଲ୍‌ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର,୧।୮, (ବ୍ୟୁରୋ)  ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ...

ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୬-୬: ମୋଦି ସରକାର ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପରିଚାରିକା/ପରିଚାରକ, ଡ୍ରାଇଭରଙ୍କ ଭଳି ଶ୍ରମିକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଆଣିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର...

ପାଇକାରୀ ମୁଦ୍ରାସ୍ଫୀତି ହାର ୧.୦୮%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୧୭-୯: ଅଗଷ୍ଟରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ପ୍ରାୟ ୨୫ ମାସର ସର୍ବନିମ୍ନ ସ୍ତର ୧.୦୮%ରେ ଅପରିବର୍ତ୍ତିତ ରହିଛି। ଜୁଲାଇ ମୁକାବିଲାରେ ଏଥିରେ କୌଣସି...

ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଗାଡ଼ି କ୍ରୟ;ପଞ୍ଜୀକରଣ, ନବୀକରଣ ବହୁଗୁଣା ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି କିଣାକୁ ନିରୁତ୍ସାହିତ କରିବା ତଥା ପୁରୁଣା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଡ଼କରୁ ହଟାଇବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ...

ଅର୍ଥନୀତିରେ ଆସିବ ଦ୍ରୁତ ପରିବର୍ତ୍ତନ: ଶିଳ୍ପ ଜଗତ

ନୂଆଦିଲ୍ଲୀ,୩୧। ୫- ନୂଆ ସରକାରଙ୍କୁ ନେଇ ଦେଶର ଶିଳ୍ପ ଜଗତ ବେଶ ଆଶାବାଦୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅର୍ଥନୀତିରେ ଦ୍ରୁତ ପରିବର୍ତ୍ତନ...

Leave a comment

Your email address will not be published. Required fields are marked *