ମଧୁମେହ ରୋଗୀଙ୍କୁ କ୍ୟାନସର୍‌ ଆଶଙ୍କା ଅଧିକ

ସ୍ବିଡିଶ୍‌ ନ୍ୟାଶନାଲ୍‌ ଡାଇବେଟିସ୍‌ ରେଜିଷ୍ଟର୍‌(ଏନ୍‌ଡିଆର୍‌)ର ଗବେଷକଙ୍କ ଅନୁସାରେ, ମଧୁମେହ ଯୋଗୁ କ୍ୟାନସର୍‌ ଆଶଙ୍କା ବଢ଼ିପାରେ। ମଧୁମେହରେ ପୀଡ଼ିତ ୨୦ ପ୍ରତିଶତ ରୋଗୀଙ୍କୁ କୋଲୋରେକ୍ଟଲ୍‌ କ୍ୟାନସର୍‌ ଏବଂ ୫ ପ୍ରତିଶତ ଲୋକଙ୍କୁ ସ୍ତନ କର୍କଟ ହେବାର ଭୟ ଥାଏ। ଯେଉଁମାନଙ୍କୁ ପ୍ରଥମେ କ୍ୟାନସର୍‌ ଏବଂ ପରେ ଡାଇବେଟିସ୍‌ ହୁଏ, ସେମାନଙ୍କ ମଧ୍ୟରେ ସ୍ତନ ଏବଂ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ଯୋଗୁ ମୃତ୍ୟୁ ଆଶଙ୍କା ୨୫ ପ୍ରତିଶତରୁ ୨୯ ପ୍ରତିଶତ ବୃଦ୍ଧି ପାଇଥାଏ। ବିଶ୍ୱସ୍ତରରେ ପ୍ରାୟ ୪୧.୫ କୋଟିରୁ ଊର୍ଦ୍ଧ୍ୱ ଲୋକ ମଧୁମେହରେ ପୀଡ଼ିତ। ପ୍ରତି ୧୧ଜଣରେ ଜଣେ ବୟସ୍କ ମଧୁମେହରେ ପୀଡ଼ିତ। ୨୦୪୦ ବେଳକୁ ଏହି ସଂଖ୍ୟା ବୃଦ୍ଧିପାଇ ୬୪.୨ କୋଟି ହେବାର ସମ୍ଭାବନା ରହିଛି।


All Right Reserved By Dharitri.Com

ସକାଳ ଚା’ ସହ ଖାଆନ୍ତୁ ୨ଟି ବିସ୍କୁଟ

ଚା’ରେ ସାଧାରଣତଃ ଏସିଡିଟିର ମାତ୍ର ଯଥେଷ୍ଟ ଅଧିକ ରହିଥାଏ। ତେଣୁ ସକାଳୁ ଯେଉଁମାନଙ୍କର ବେଡ୍‌ ଟି ପିଇବାର ଅଭ୍ୟାସ ରହିଛି ସେମାନେ ଖାଲି ପେଟରେ ଚା’...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା …

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବାର ଉପାୟ ହାତ ପାଆନ୍ତାରେ ରହିଛି। ନିୟମିତ ଜହ୍ନି...

ଏହି ପାଣି କିଡ୍‌ନୀ ଷ୍ଟୋନ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ସପ୍ତାହରେ ୨-୩ଥର ପଇଡ଼ ପାଣି ପିଇଲେ ଏହି ସମସ୍ୟା...

ଥାଇରଏଡ୍‌ ପାଇଁ ମେଦବହୁଳତା ଦାୟୀ ନୁହେଁ

ଥାଇରଏଡ୍‌ ପରି ସମସ୍ୟା ପାଇଁ ମେଦବହୁଳତା ଦାୟୀ ନୁହେଁ। ଏପରି ଏକ ରୋଚକପୂର୍ଣ୍ଣ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ଏ ସମ୍ପର୍କରେ ଦୀର୍ଘଦିନ ଧରି ଗବେଷଣା...

ଡ୍ରପ୍‌ଲେଟ୍‌ କମ୍ପ୍ୟୁଟର

କମ୍ପ୍ୟୁଟର ପାଣିରେ ଚାଲିବ-ଏକଥାକୁ ଅନେକେ ହୁଏତ ବିଶ୍ୱାସକରି ନ ପାରନ୍ତି। ହେଲେ ଏହା ସତ। ଦୀର୍ଘ ୫ବର୍ଷ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ...

ସାବଧାନ, ଶୀତଦିନେ ଏସବୁ ପାଇଁ ଲାଗେ ହାତଗୋଡ଼ ନିଶ୍ଚଳ…

ଶୀତଦିନେ ବେଳେବେଳେ କେତେକଙ୍କ ହାତଗୋଡ଼ ନିଶ୍ଚଳ ଲାଗିଥାଏ। ବାହ୍ୟ ପରିବେଶ ଥଣ୍ଡା ହୋଇଥିବାରୁ ଶରୀରରେ ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇ ପାରି ନ ଥାଏ।...

ଓଜନ ହ୍ରାସରେ ସହାୟକ ହୁଏ ତେନ୍ତୁଳି

ତେନ୍ତୁଳି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ତେନ୍ତୁଳିର ଉପକାରୀ ଗୁଣ...

ଜାଣି ରଖନ୍ତୁ…

ବର୍ଷାଦିନେ ପିଲାଙ୍କ ଦେହରେ ଫଙ୍ଗାଲ୍‌ ଓ ରିଙ୍ଗଓ୍ବର୍ମ ଇନ୍‌ଫେକ୍ସନର ଆଶଙ୍କା ଅଧିକ। ଏହା ଅପରିସ୍କାର ପାଣି କିମ୍ବା ପୋଷା ଜୀବଜନ୍ତୁଙ୍କ ଯୋଗୁ ହୋଇପାରେ। ତେଣୁ ଏଦିନେ...

Leave a comment

Your email address will not be published. Required fields are marked *