Posted inଫୁରସତ

ପକ୍ଷୀଙ୍କ ପାଇଁ ଫ୍ଲାଟ୍‌

ଗାଜିଆବାଦରେ ପ୍ରଥମଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଫ୍ଲାଟ୍‌ ନିର୍ମାଣ କରାଯାଇଛି। ଗାଜିଆବାଦ ବିକାଶ ପ୍ରାଧିକରଣ ଲୁପ୍ତ ହୋଇଯାଉଥିବା ପକ୍ଷୀଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏପରି ପଦକ୍ଷେପ ହାତକୁ ନେଇଛି। ଏହି ବାର୍ଡ ଫ୍ଲାଟ୍‌ ଜିଡିଏ ଉପାଧ୍ୟକ୍ଷାଙ୍କ ଆବାସରେ ନିର୍ମାଣ କରାଯାଇଛି। ଏଥିରେ ୬୦ ପକ୍ଷୀ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଲୁହା ଖୁଣ୍ଟରେ ଫ୍ଲାଟ୍‌ଟିକୁ ନିର୍ମାଣ କରାଯାଇଛି। ଖରାବର୍ଷା ଦାଉରୁ ପକ୍ଷୀମାନେ ରକ୍ଷା ପାଇବା ଲାଗି ଉପରେ ଛାତ ରହିଛି।

ଜିଡିଏର ଉପାଧ୍ୟକ୍ଷା କାଞ୍ଚନ ବର୍ମା କୁହନ୍ତି, ଏହି ଫ୍ଲାଟ୍‌ ତିଆରି କରିବା ପାଇଁ ପ୍ରଥମେ ପ୍ରାକୃତିକ ଦୃଶ୍ୟରାଜି ନିକଟରେ ଥିବା ଆପାର୍ଟମେଣ୍ଟର ଲୋକଙ୍କୁ ଭେଟିବାକୁ ପଡ଼ିଥିଲା। ପକ୍ଷୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଫ୍ଲାଟ୍‌ରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ପକ୍ଷୀମାନେ ଗାଧୋଇବା ପାଇଁ ପୁଲ୍‌ ରହିଛି। ଏହାସହିତ ନିୟମିତ ପାଣି ବଦଳାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ବାର୍ଡ ଫ୍ଲାଟ୍‌ର ଉଚ୍ଚତା ୧୫ ଫୁଟ ହୋଇଥିବାବେଳେ ଏଥିରେ ୧୦ ଫୁଟ ଲମ୍ବ ଏବଂ ୫ ଫୁଟ ଚଉଡ଼ାର ଖୁଣ୍ଟସବୁ ରହିଛି।


All Right Reserved By Dharitri.Com

ଏମିତି ସହର, ଯାହାର ସ୍ଥିତି ନାହିଁ ନିଜ ଦେଶରେ

ସାଧାରଣତଃ ପ୍ରତ୍ୟେକ ସହର ନିଜ ଦେଶରେ ହିଁ ରହିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ସହର ରହିଛି, ଯାହାର ସ୍ଥିତି ନିଜ ଦେଶରେ ନ ରହି...

ଏମିତି ଦେଶ, ଯେଉଁଠି ଜଣେ ଦୋଷ କଲେ ୩ ପିଢ଼ିଙ୍କୁ ମିଳିଥାଏ ଦଣ୍ଡ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୯।୪: ବିଶ୍ୱରେ ଅନେକ ଦେଶ ରହିଛି। ଯେଉଁଠାରେ ନୀତି, ନିୟମ ମଧ୍ୟ ଭିନ୍ନ ରହିଥାଏ। କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠି କିଛି ଅଜବ...

୪ ବର୍ଷରେ ୮୫ ପଣକିଆ କଣ୍ଠସ୍ଥ

ଦୁର୍ଗ,୭।୩: ବୟସ ମାତ୍ର ୪ ବର୍ଷ ୩ ମାସ। ତେବେ ତାଙ୍କର ପ୍ରତିଭା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଛତିଶଗଡ଼ର...

ସୁନ୍ଦରୀ ଝିଅ! ନା ବାବା ନା

କିଏ ଭୂତକୁ ଡରେ ତ କିଏ ଅନ୍ଧାରକୁ ଡରେ। କିଏ ଗାଡ଼ି ଦୁର୍ଘଟଣାକୁ ଡରେ ତ କିଏ ପୁଣି ସରକାରଙ୍କୁ ଡରେ। ମାତ୍ର ସୁନ୍ଦରୀ ମହିଳାଟିଏ...

ଦିବ୍ୟାଙ୍ଗ ଧୋଇ ଖାଇଲେ ରୁଟି, ଲୋକେ ଦେଖି ହେଲେ ଭାବୁକ

ସାଧାରଣତଃ ଲୋକେ ବଳକା ଖାଦ୍ୟକୁ ଡଷ୍ଟବିନ୍‌ରେ ଫୋପାଡି ଦେଇଥାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ ଆପଣ ଖାଦ୍ୟ ଫୋପାଡିବା...

ଯେଉଁ ପୋଷା ଜୀବଙ୍କୁ ପିନ୍ଧାଯାଉଛି ଡାଏପର୍‌

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ନ୍ୟୁୟର୍କ, ଡେନେଭର୍‌ ଏବଂ ଲସ୍‌ଏଞ୍ଜେଲ୍ସ ଆଦି ସ୍ଥାନରେ ଏବେ ଛୋଟ ପିଲାଙ୍କ ଭଳି ପୋଷା ଜୀବଙ୍କୁ...

ବିଶ୍ୱର ସବୁଠୁ ଲମ୍ବା ଓ୍ବାଟର ସ୍ଲାଇଡ୍‌ : ୧୧୪୦ ମିଟରକୁ ୪ ମିନିଟ୍‌ରେ କରିବେ ଅତିକ୍ରମ

ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଲେସିଆର ଏସ୍‌କେପ୍‌ ଥିମ୍‌ ପାର୍କରେ ୧୧୪୦ ମିଟରର ଏକ ଓ୍ବାଟର ସ୍ଲାଇଡ୍‌ ନିର୍ମାଣ କରାଯାଇଛି। ଯାହା ବିଶ୍ୱର ସବୁଠୁ ଲମ୍ବା...

ବିଲେଇ ବି ସ୍ବପ୍ନ ଦେଖେ

ଅନ୍ୟ ପାଳିତ ଜୀବଙ୍କ ଅପେକ୍ଷା ବିଲେଇ ମଣିଷର ବେଶି ନିକଟତର ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଟୋକିଓ ୟୁନିର୍ଭସିଟିର ଏକ ଗବେଷଣା ବିଲେଇଙ୍କ...

Leave a comment

Your email address will not be published. Required fields are marked *