Posted inଜାତୀୟ

ବିଭତ୍ସ ହତ୍ୟା: ବାଇକ୍‌ ପଛରେ ଯୁବକଙ୍କୁ ବାନ୍ଧି ୧୫ କିଲୋମିଟର ଘୋଷାଡି ମାରିଲେ ଦୃର୍ବୃତ୍ତ

ଲକ୍ଷ୍ନୌ,୨୫।୯:ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ବେକରେ ରଶି ବାନ୍ଧି ବାଇକ୍‌ ପଛରେ ୧୫କିମି ଘୋଷାଡି ଘୋଷାଡି ହତ୍ୟା କରାଯାଇଛି। ତେବେ କେଉଁ କାରଣରୁ ଯୁବକଙ୍କୁ ଏଭଳି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ଜଣାପଡିନାହିଁ। ସୂଚନାଯୋଗ୍ୟ, ମିରଟର ଖାରଖୋଡା ନିକଟରେ ଏଭଳି ବିଭତ୍ସ କାଣ୍ଡ ଘଟିଛି। ପୋଲିସ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି। ଯେଉଁ ରାସ୍ତାରେ ଯୁବକଙ୍କୁ ଘୋଷାଡି ନିଆଯାଇଛି, ସେହି ରାସ୍ତାରେ ରକ୍ତ ଛିଟା ପଡି ଥିବାର ପୋଲିସ କହିଛି। ମୃତ ଯୁବକଙ୍କ ନାମ ମୁକୁଲ। ତାଙ୍କ ଶରୀରରେ ଗୁଳି ଚିହ୍ନ ମଧ୍ୟ ରହିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଉତ୍ତର ଭାରତରେ ବନ୍ୟା

ନୂଆଦିଲ୍ଲୀ/ହରିଦ୍ୱାର/ରୂପନଗର, ୨୦ା୮(ପି.ଟି.): ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସୁଦ୍ଧା...

ପରିବାରର ବିପତ୍ତି ସମୟରେ ଚୁଲି ଫୁଙ୍କିବା ଦାୟିତ୍ୱ ୩ ବର୍ଷର ଶିଶୁ କନ୍ୟା ଜ୍ୟୋତି ଉପରେ: ସୋସିଆଲ୍‌ ମିଡ଼ିଆରେ ଫଟୋ ଭାଇରାଲ

ରାୟପୁର,୫।୯: ଜଣେ ୩ ବର୍ଷର ଶିଶୁ କନ୍ୟା ବସି ଚୁଲି ଫୁଙ୍କୁଥିବା ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ହେଉଛି ଛତିଶଗଡ଼...

ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା: ୩ ପୋଲିସ ନିଲମ୍ବିତ

ହାଇଦ୍ରାବାଦ, ୧ା୧୨ (ଆଇଏଏନ୍‌ଏସ୍‌): ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଶନିବାର ୧୪ ଦିନ ପାଇଁ ବିଚାର...

ଜନ୍ମଦିନରେ ବିପ୍ଳବଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମୋଦି ତ୍ରିପୁରାରେ ବିପ୍ଳବଙ୍କ କାମକୁ ମଧ୍ୟ...

ଜମ୍ମୁ-କଶ୍ମୀରରେ ସେନା ଅପରେଶନ: ଯବାନ ଶହୀଦ, ୬ ଆତଙ୍କବାଦୀ ନିହତ

ଜମ୍ମୁ,୨୯ା୯(ପି.ଟି.): ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଶନିବାର ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ମୋଟ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। କିସ୍ତଓ୍ବାର ନିକଟ ବାଟୋଟେ ଅଞ୍ଚଳରେ ସେନାର ଦୀର୍ଘ...

ଶପଥ ନେଲେ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି

ଭୋପାଳ,୪ା୧୧(ପି.ଟି.): ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏ.କେ. ମିତ୍ତଲ ରବିବାର ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ତାଙ୍କୁ ଶପଥ ପାଠ...

ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେର ଦୁଇ କଡରେ ଲାଗିବ ଏକ ଲକ୍ଷ ଗଛ

ନୂଆଦିଲ୍ଲୀ,୨।୯: ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେର ଦୁଇ କଡରେ ଏବେ ପାଖାପାଖି ୧ ଲକ୍ଷ ଗଛ ଲାଗିବ ବୋଲି ଜଣାପଡିଛି। ନ୍ୟାଶନାଲ ହାଇଓ୍ବେ ଅଥରିଟଇ ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ)...

ଟିଡିପିକୁ ପୁଣି ଝଟକା: ଭାଜପାରେ ମିଶିବେ ପୂର୍ବତନ ମନ୍ତ୍ରୀ

ହାଇଦ୍ରାବାଦ୍‌,୨୭ା୬:ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ପେଦ୍ଦୀ...

Leave a comment

Your email address will not be published. Required fields are marked *