Posted inଜାତୀୟ

ଗାନ୍ଧୀନଗରରେ ଅମିତ ଶାହ ଆଗୁଆ

ନୂଆଦିଲ୍ଲୀ,୨୩।୫: ଗାନ୍ଧୀନଗର ଲୋକ ସଭା ଆସନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗୁଆ ରହିଛନ୍ତି। ସକାଳ ୯ଟା ୪୫ ସୁଦ୍ଧା ଅମିତ ୬୫ ହଜାର ଭୋଟରେ ଆଗୁଆଥିବା କୁହାଯାଉଛି। ସୂଚନାଯୋଗ୍ୟ, ଲାଲକୃଷ୍ଣ ଆଡଓ୍ବାଣୀଙ୍କ ଏହି ଲୋକ ସଭା ଆସନରୁ ଅମିତ ନିର୍ବାଚନ ଲଢୁଛନ୍ତି।


All Right Reserved By Dharitri.Com

ମହାରାଷ୍ଟ୍ରରେ ହେବ ଭାଜପା ବିନାଶର ଆରମ୍ଭ: ସଞ୍ଜୟ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତ ଏବେ କାଠଗଡାରେ। ଏତିକିବେଳେ ବହୁମତ ନେଇ ସରକାର ଗଠନ କରିବାକୁ ଠିଆ ହୋଇଥିବା ଶିବସେନାକୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି।...

ଦିଲ୍ଲୀ ନିର୍ବାଚନ: କେଜରିଓ୍ବାଲଙ୍କ ଟକ୍କର ଦେଉଥିବା ସ୍ବାମିଜୀଙ୍କ ପାଖରେ ଅଛି ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ହଟାଇବା ପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଯୋଜନା କରୁଛନ୍ତି।...

ଘନେଇଲା କଶ୍ମୀର ପ୍ରସଙ୍ଗ: ରାଜନାଥ ରଖିଲେ ଉତ୍ତର; କଂଗ୍ରେସ ସଦସ୍ୟଙ୍କ ଗୃହତ୍ୟାଗ

ନୂଆଦିଲ୍ଲୀ,୨୪।୭: କଶ୍ମୀର ପ୍ରସଙ୍ଗ ବୁଧବାର ପୁଣି ଘନେଇଛି। ଏହାକୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଉତ୍ତର ରଖିଥିଲେ ମଧ୍ୟ ବିରୋଧୀ କଂଗ୍ରେସ ସଦସ୍ୟ...

ଏନ୍‌ଆର୍‌ଆଇ-ବିଦେଶୀ ନାଗରିକଙ୍କ ପାଇଁ ତିରୁପତି ମନ୍ଦିରରେ ପ୍ରବେଶ କଟକଣା

ହାଇଦ୍ରାବାଦ୍‌,୧୧।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ତିରୁମଲା ତିରୁପତି ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।...

ଶୋପିଆନରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶୋପିଆନ,୧୧।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାର ଅଓ୍ବନିରା ଅଞ୍ଚଳରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ...

କରୋନା କବଳରେ ୧୨୧ ଦେଶ

ନୂଆଦିଲ୍ଲୀ,୧୨ା୩: ଚାଇନାର ଉହାନ ସହରରେ ପ୍ରଥମେ ଦେଖାଦେଇଥିବା ମାରାତ୍ମକ କରୋନା ଭୂତାଣୁ ଏବେ ୧୨୧ ଦେଶକୁ ବ୍ୟାପିଲାଣି। ଏଥିରେ ମୋଟ ୧,୨୧,୭୩୮ ଜଣ ସଂକ୍ରମିତ ହୋଇଥିବାବେଳେ...

ମୋଦିଙ୍କୁ ମିଳିବ ଆଉ ଏକ ସମ୍ମାନ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ। ଏହା ତାଙ୍କୁ ମିଳିଥିବା ବିଭିନ୍ନ ଦେଶର ସମ୍ମାନ ପ୍ରମାଣିତ କରେ। ନିକଟରେ...

ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ: ମୁସଲିମ୍‌ ଲିଗ୍‌ ପକ୍ଷରୁ ଲଢ଼ିବେ ସିିବଲ୍‌

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହାକୁ ବିରୋଧ କରି ଗୁରୁବାର ସୁପ୍ରିମକୋର୍ଟରେ ଇଣ୍ଡିଆନ୍‌ ୟୁନିୟନ ମୁସଲିମ୍‌...

Leave a comment

Your email address will not be published. Required fields are marked *