Posted inଫୁରସତ

ସାର୍କ ମୁହଁରୁ ବ୍ୟକ୍ତିଙ୍କୁ ବଞ୍ଚାଇଲା ଡ୍ରୋନ୍‌, ଦେଖନ୍ତୁ ଛାତିଥରା ଦୃଶ୍ୟ

ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ସମୁଦ୍ରରେ ମନ ଆନନ୍ଦରେ ବୋଟିଂ କରୁଥିଲେ। କିନ୍ତୁ ସେ ଜାଣି ନ ଥିଲେ ମୃତ୍ୟୁ ତାଙ୍କ ପଛେ ପଛେ ଘୂରି ବୁଲୁଛି। ସୌଭାଗ୍ୟ ବଶତଃ ସେ ଏଥିରୁ ବଞ୍ଚି ଯାଇଛନ୍ତି। ଗୋଟିଏ ଡ୍ରୋନ୍‌ କ୍ୟାମେରା ହିଁ ଏହି ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଦେଇଛି। ଏହି ଦୃଶ୍ୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଛାତି ଥରି ଉଠିବ।

ସମୁଦ୍ରରେ ବୋଟିଂ କରୁଥିବା ସେହି ବ୍ୟକ୍ତିଙ୍କ ଗତିବିଧି ଉପରେ କୂଳରେ ଥିବା କ୍ରିଷ୍ଟୋଫର ଜୟସ୍‌ ନାମକ ଜଣେ ବ୍ୟକ୍ତି ନଜର ରଖିଥିଲେ। ଯାହା ଦେଖିଲେ ସେଥିରେ ତାଙ୍କର ହୋସ୍‌ ଉଡ଼ିଗଲା। ସେ ଦେଖୁଥିଲେ, ବୋଟିଂ କରୁଥିବା ବ୍ୟକ୍ତି ଜଣଙ୍କୁ ଗୋଟିଏ ସାର୍କ ଗିଳିବା ପାଇଁ ପଛେ ପଛେ ତୀବ୍ର ଗତିରେ ଗୋଡ଼ାଉଛି। କିନ୍ତୁ ସେହି ବ୍ୟକ୍ତିଙ୍କର ଏଥିପ୍ରତି ନଜର ନ ଥାଏ। ସେ ତାଙ୍କ ବୋଟିଂରେ ବ୍ୟସ୍ତ ଥା’ନ୍ତି। ଏହା ଦେଖି ଜୟସ ଡ୍ରୋନ୍‌ରେ ସ୍ପିକର ଲଗାଇ ବାର୍ତ୍ତା ପଠାଇଲେ ଏବଂ ବଡ଼ ପାଟିରେ ସାର୍କ, ସାର୍କ, କହି ଚିଲେଇବାକୁ ଲାଗିଲେ। ତୁରନ୍ତ ପାଣିରୁ ଚାଲି ଆସିବାକୁ ସେହି ବ୍ୟକ୍ତିଙ୍କୁ କହିଲେ। ଏହି ବାର୍ତ୍ତା ପାଇବା ପରେ ବ୍ୟକ୍ତିଜଣକ କୂଳକୁ ଫେରିଆସିଥିଲେ।


All Right Reserved By

ଏମିତି ମନ୍ଦିର ଯେଉଁଠି ରୋବଟ୍‌ ପୂଜାରୀ

ସାଧାରଣତଃ ମନ୍ଦିରରେ ପୂଜାରୀମାନେ ପୂଜା କରିଥାନ୍ତି। ମାତ୍ର ଏମିତି ଏକ ମନ୍ଦିର ରହିଛି ଯେଉଁଠି ପୂଜାରୀ ନୁହନ୍ତି, ରୋବଟ୍‌ କରିଥାନ୍ତି ପୂଜା। ଏପରି ମନ୍ଦିର ରହିଛି...

ପ୍ରେମୀଯୁଗଳଙ୍କୁ ମନା ଏହି ମନ୍ଦିର

ପ୍ରେମରେ ପଡ଼ିଥିବା ଝିଅ-ପୁଅ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ପାଇଁ ମନ୍ଦିର ଯାଇଥାନ୍ତି ପୂଜାର୍ଚ୍ଚନା କରିବାକୁ। ମାତ୍ର ଏମିତି ମନ୍ଦିର ଅଛି ଯେଉଁଠି ପ୍ରେମୀଯୁଗଳଙ୍କୁ ମନା...

ଗାଡ଼ି ଦାମ୍‌ ୫୬ ହଜାରକୁ ଜରିମାନା ୪୨ ହଜାର ଟଙ୍କା

ଭାଗଲପୁର: ସେପ୍ଟେମ୍ବର୧ ରୁ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ବିହାର ଭାଗଲପୁର ସହରରେ ସବୁଠାରୁ ବେଶୀ ଜରିମାନା ୧୫ ବର୍ଷ ବୟସ୍କ ଜଣେ...

ଦୁନିଆର ସବୁଠୁ କମ୍‌ ଓଜନର ଶିଶୁ: ଜନ୍ମ ବେଳେ ଓଜନ ୨୪୫ ଗ୍ରାମ୍‌, ସେଓର ଓଜନ ସହ ତୁଳନା କଲେ ଡାକ୍ତର

ଗର୍ଭାବସ୍ଥାରେ ବିଭିନ୍ନ ସମସ୍ୟା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁଟିଏର ଜନ୍ମ କିଛି ନୂଆ କଥା ନୁହେଁ। ମାତ୍ର ଅନେକ ସମୟରେ ଓଜନ କମ୍‌ ଥିବା...

ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍‌ ଛାପିଲେ ଯୁବତୀ

ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍‌ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର...

ଗରମରୁ ବଞ୍ଚିବା ପାଇଁ କାରରେ ଗୋବର ବୋଳିଲେ ମାଲିକ

ମେ’ମାସ ଶେଷ ହେବାକୁ ଆସୁଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ତେବେ ଏହି ଭୀଷଣ ଗରମ ପାଇଁ ପଶ୍ଚିମ ଓ ଉତ୍ତର ଭାରତରେ...

୨କୋଟି ଟଙ୍କାର ଗାଡ଼ିରେ ପେଟ୍ରୋଲ୍‌ ପକାଇବା ପାଇଁ କୁକୁଡା ଚୋରି କରୁଥିଲେ ମାଲିକ

ସଉକ୍‌ ପାଇଁ ମଣିଷ ବେଳେ ବେଳେ ଅଜବ କାମ କରୁଥିବା ଦେଖିବାକୁ ମିଳିଥାଏ। ସେମିତି ଚାଇନାର ଜଣେ କୃଷକ ନିଜର ସୌକ ପାଇଁ ୨ କୋଟି...

୩ ହଜାର ଫୁଟ୍‌ ପାହାଡ଼ ଚଢ଼ିଲେ ୧୦ ବର୍ଷର ଝିଅ

ଯେଉଁ ପାହାଡ଼କୁ ଚଢ଼ିବା ସମୟରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ସେଠାରେ ଜଣେ ୧୦ ବର୍ଷର ଝିଅ ଏହାକୁ ଚଢ଼ିିବାରେ ସଫଳ ହୋଇଛନ୍ତି। ଏଥିସହ ସବୁଠୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *