Posted inଜାତୀୟ

ଶାହଙ୍କୁ ଭେଟିଲେ ମମତା: ଏନ୍‌ଆର୍‌ସିକୁ ନେଇ ଭୟ କରୁଛନ୍ତି ଲୋକେ; ହଇରାଣ ନ କରିବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୧୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁବାର ଭେଟିଛନ୍ତି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏନ୍‌ଆର୍‌ସି ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏନ୍‌ଆର୍‌ସି ନେଇ ଲୋକେ ଭୟ କରୁଥିବା ମମତା କହିଛନ୍ତି। ତେଣୁ ଏହାକୁ ନେଇ ଲୋକଙ୍କୁ ହଇରାଣ ନ କରିବାକୁ ମମତା ଶାହଙ୍କୁ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ...

୩୬ବର୍ଷ ପରେ ବୃଦ୍ଧାଶ୍ରମରେ ହେଲା ମିଳନ

ଥିରୁଭାନନ୍ତପୁରମ୍‌,୨୬।୯:କେରଳର ବୃଦ୍ଧାଶ୍ରମରେ ଏକ ନିଆରା ମିଳନ ଘଟିଛି। ୩୬ ବର୍ଷ ପରେ ଜଣେ ବୃଦ୍ଧ ଦମ୍ପତିଙ୍କ ବୃଦ୍ଧାଶ୍ରମରେ ପରସ୍ପରକୁ ଅଚାନକ ଭେଟିଛନ୍ତି। ୬୫ ବର୍ଷ ପୂର୍ବେ...

ସର୍ବ ପ୍ରଥମେ କାହିଁକି ଗଣେଶଙ୍କୁ ପୂଜା କରାଯାଏ

ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜା କରିବାର ବିଧି ରହିଛି। କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍‌ କୌଣସି...

କରୋନା ସଂକ୍ରମଣ ମୁକାବିଲା: କଏଦୀଙ୍କୁ ମିଳିବ ୬ ସପ୍ତାହ ପାରୋଲ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ...

ଭାରତୀୟ ନୌସେନା ମିଗ୍‌-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ସୁରକ୍ଷିତ

ପଣଜୀ,୨୩।୨: ଭାରତୀୟ ନୌସେନାର ମିଗ୍‌-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋଆରେ ଏହା ରୁଟିନ୍‌ ଟ୍ରେନିଂ ସମୟରେ ଉଡ଼ାଣ କରୁଥିବାବେଳେ ଏଭଳି ହୋଇଥିବା କୁହାଯାଉଛି। ଏହି...

କ୍ଲାସକୁ ବିଳମ୍ବରେ ଆସିଲେ ଲଗାଇବାକୁ ପଡିବ ଗୋଟିଏ ଚାରା

ଗୁଜରାଟ,୨୫।୮: ପରିବେଶ ପ୍ରଦୂଷଣ କମ୍‌ କରିବାକୁ ଓ ବୃକ୍ଷ ସଂଖ୍ୟା ବଢାଇବାକୁ ଯାଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭିନ୍ନ ଏକ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ...

ଟ୍ରାଫିକ ନିୟମ ବଦଳାଇଲେ ରାଜ୍ୟ ଦାୟୀ: ‘ଟଙ୍କା ନୁହେଁ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ’

ନୂଆଦିଲ୍ଲୀ,୧୨ା୯: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜରିମାନା ରାଶିକୁ ହ୍ରାସ କରାଇବାକୁ ଉଦ୍ୟମ କରୁଥିବା ରାଜ୍ୟ ଏହାର ପରିଣାମ ପାଇଁ ଦାୟୀ ରହିବେ ବୋଲି...

୧୪ ଦିନ ପୂର୍ବରୁ ସରିଲା ଅମରନାଥ ଯାତ୍ରା: ନିରାଶ ହୋଇ ଫେରିଲେ ଶ୍ରଦ୍ଧାଳୁ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହରେ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ଅଗଷ୍ଟ ୧୫ ଏହି ଯାତ୍ରା ଶେଷ ହେବାକୁ ଥିବା ବେଳେ ଏହାକୁ ୧୩...

Leave a comment

Your email address will not be published. Required fields are marked *