ଫୁସ୍‌ଫୁସ୍‌ କ୍ୟାନସର୍‌ରୁ ରକ୍ଷାକରେ ଗାଜର

ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ବିଟା କ୍ୟାରୋଟିନ ଅଧିକ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଅନ୍ୟଲୋକଙ୍କ ତୁଳନାରେ ଫୁସ୍‌ଫୁସ୍‌ କ୍ୟାନସର୍‌ ଆଶଙ୍କା କମ୍‌ ଦେଖାଯାଏ। ଗବେଷଣାରୁ ଜଣାପଡ଼ିଛି, ସପ୍ତାହରେ ଦୁଇଥର ଗାଜର୍‌ ଖାଇବା ଦ୍ୱାରା ଫୁସ୍‌ଫୁସ୍‌ କ୍ୟାନସର୍‌ ଆଶଙ୍କା ୬୦ ପ୍ରତିଶତ କମ୍‌ ହୋଇଥାଏ। ଗାଜର୍‌ରେ ମହଜୁଦ୍‌ ଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନସର୍‌ ରୋକିବାରେ ଏବଂ ତାହାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ତ୍ତମାନ ସମୟରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ କ୍ୟାନସର୍‌ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଖାଦ୍ୟପେୟରେ ଅନିୟମିତତା ସାଙ୍ଗକୁ ଫାଷ୍ଟଫୁଡ୍‌ ଜଙ୍କ୍‌ଫୁଡ୍‌ର ସେବନ ଏଥିପାଇଁ ଦାୟୀ। ତେଣୁ ଖାଦ୍ୟରେ ଗାଜର୍‌କୁ ସାମିଲ କରିବା ଦ୍ୱାରା ଏହି ମାରାମତ୍କ ରୋଗଠାରୁ ଦୂରେଇ ରହିବା ସମ୍ଭବପର ହୋଇପାରିବ।


All Right Reserved By

କର୍କଟରୁ ଦୂରେଇ ରଖେ ଏହି ଚଟଣି…

ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଚଟଣିକୁ ଖାଦ୍ୟରେ ସାମିଲ କରିଥାଉ। ଯାହା ଖାଦ୍ୟର ସ୍ବାଦ ବଦଳାଇ ଦେବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର...

ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରୁଛନ୍ତି କି? ହୋଇପାରେ ଏହସବୁ ସମସ୍ୟା…

ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହୋଇପଡନ୍ତି। ତେବେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ଏହା ବେଳେବେଳେ...

ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌...

ଡେଲିଭରି ପରେ ମହିଳାଙ୍କୁ ଖୁଆନ୍ତୁ ଏହି ୫ଟି ଜିନିଷ : ମା’ ପିଲା ଉଭୟ ରହିବେ ସୁସ୍ଥ

ଗର୍ଭାବସ୍ଥାରେ ଉଭୟ ମା’ ଓ ଶିଶୁଙ୍କୁ ସୁସ୍ଥ ରହିବା ଜରୁରୀ। ତେଣୁ ଗର୍ଭାବସ୍ଥାରେ ମହିଳାଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ତେବେ ଆପଣ କ’ଣ...

ଆଖି ଥାଏ ସବୁବେଳେ ଜାଗ୍ରତ…

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ...

ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରେ ମୂଳା

ସାଲାଡ୍‌ ହେଉ କି ତରକାରୀ ଅଧିକାଂଶ ଲୋକେ ଏସବୁରେ ମୂଳା ପକାଇବାକୁ ପସନ୍ଦ କରନ୍ତି। ଏହାର ସେବନ ଦ୍ୱାରା କେବଳ ପାଟି ସୁଆଦ ବଢ଼ିଥାଏ ତା’ନୁହେଁ,...

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ, ଜାଣି ରଖନ୍ତୁ କ’ଣ ଖାଇବେ..

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ପୂର୍ବରୁ କିଛି ସମୟ ବ୍ୟାୟାମ କରିବା...

ଥାଇରଏଡ୍‌କୁ ଆୟତ୍ତ କରନ୍ତୁ ଏହି ଉପାୟରେ

ଥାଇରଏଡ୍‌ ସମସ୍ୟା ସାଧାରଣତଃ ଦୁଇ ପ୍ରକାରର- ହାଇପୋଥାଇରଏଡିଜିମ ଓ ହାଇପର୍‌ଥାଇରଏଡିଜିମ। ଥାଇରଏଡ ଗ୍ଲାଣ୍ଡ୍‌ରେ ସମସ୍ୟା ଯୋଗୁ ଶରୀର ଲାଗି ଆବଶ୍ୟକ ହେଉଥିବା ଥାଇରଏଡ୍‌ ହର୍ମୋନ କ୍ଷରଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *