ଦାନ୍ତରୋଗ ଦୂରକରେ ପିଜୁଳି ପତ୍ର

ବେଳେ ବେଳେ ମିଠା ଖାଇଲେ ଅବା କୌଣସି ଖାଦ୍ୟ ପଦାର୍ଥ ଦାନ୍ତ ସନ୍ଧିରେ ରହିଗଲେ ଦରଜ ହୋଇଥାଏ। ଅନେକ ସମୟରେ ଏହାର ଯନ୍ତ୍ରଣା ସହି ନ ପାରି କେହି କେହି ପେନ୍‌କିଲର୍‌ ମଧ୍ୟ ଖାଇଥାଆନ୍ତି। ହେଲେ କିଛି ଘରୋଇ ଉପଚାର ମାଧ୍ୟମରେ ବା ଆୟୁର୍ବେଦ ଅନୁଯାୟୀ କିପରି ଏହା ଠିକ୍‌ ହୋଇପାରିବ ଜାଣିବା ସେ ସମ୍ପର୍କରେ…
-ଦାନ୍ତମୂଳ ଦରଜ ହେଲେ ଉଷୁମ ଲୁଣ ପାଣି ୨ରୁ ୩ଥର କୁଳିକଲେ ଏହା ଠିକ୍‌ ହୋଇଥାଏ। କାରଣ ଲୁଣ ହେଉଛି କୀଟାଣୁ ନାଶକ।
-ଲବଙ୍ଗ ହେଉଛି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍‌। ଦାନ୍ତ ଦରଜ ହୋଇଥିଲେ ଗୋଟିଏ ଲବଙ୍ଗକୁ ଦାନ୍ତରେ ଚିପିଧରି ଏହାର ରସ ଟାଣିଲେ ଆରାମ ମିଳିଥାଏ। ସେହିପରି ଦାନ୍ତ ବିନ୍ଧା ହେଉଥିଲେ ଲବଙ୍ଗର ତେଲ ଲଗାଇଲେ ଉପଶମ ମିଳିଥାଏ।
-ପିଜୁଳି ପତ୍ରରେ ରହିଛି କିଛି ଔଷଧୀୟ ଗୁଣ। ଦାନ୍ତ ଦରଜ ହେଉଥିଲେ ଅଥବା ବିନ୍ଧା ହେଉଥିଲେ ପିଜୁଳିର ଅକଁଳିଆ ପତ୍ର ଚୋବାଇଲେ ଆରାମ ମିଳିଥାଏ।


All Right Reserved By Dharitri.Com

ମିଶ୍ରି ଖାଇଲେ ମିଳିବ ଏସବୁ ଉପକାର

ମିଶ୍ରିର ଅନେକ ଔଷଧିୟ ଗୁଣ ରହିଛି। ଏହା ଶର୍କରା ଜାତୀୟ ହୋଇଥିଲେ ମଧ୍ୟ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ମିଶ୍ରି...

୨ ବର୍ଷର କମ୍‌ ଶିଶୁଙ୍କୁ ଫଳ ରସ ଦେଉଛନ୍ତି କି, ତାହେଲେ ହୋଇଯାଆନ୍ତୁ ସାବଧାନ

ଫଳ ରସ ପିଇବା ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃ୍‌ଦ୍ଧ ଯାଏଁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହାଦ୍ୱାରା ଜରୁରୀ ପୋଷକ ତତ୍ତ୍ୱ ମିଳିବା ସହ...

ଉଡ଼ନ୍ତା ପାଉଁଶରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

”ଆମ ପରିବେଶର ଏକ ପ୍ରମୁଖ ସମସ୍ୟା ଭାବରେ ଉଡ଼ନ୍ତା ପାଉଁଶ ଉଭାହୋଇଛି। ଏକବିଂଶ ଶତାବ୍ଦୀର ଦ୍ରୁତ ଶିଳ୍ପାୟନ ଫଳରେ ଏହା ଆମ ଆଗରେ ଏକ ପ୍ରମୁଖ...

କିଡ୍‌ନୀ ଖରାପ ହେଲେ ଦେଖାଦେଇଥାଏ ଏସବୁ ଲକ୍ଷଣ

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ସାବଧାନ ହେବା ନିହାତି ଜରୁରୀ। ପ୍ରାରମ୍ଭିକ ସ୍ତରରେ କିଡ୍‌ନୀ ଖରାପ ହେଲେ ଜଣାପଡ଼ି ନ ଥାଏ। ମାତ୍ର ଯେତେବେଳେ ଜଣାପଡ଼େ...

ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି...

ବର୍ଷାଦିନେ ଷ୍ଟ୍ରିଟ୍‌ଫୁଡ୍‌

ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ...

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ...

ଚା ପିଇଲେ ସୁସ୍ଥ ରହିବ ମସ୍ତିଷ୍କ

ସିଙ୍ଗାପୁର: ଆପଣ ଚା’ ପିଅନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ଦିନ ଚା’ପିଉଥିବା...

Leave a comment

Your email address will not be published. Required fields are marked *