Posted inଜାତୀୟ

ଡେରାଡୁନ୍‌ରେ ଆର୍‌ଏସ୍‌ଏସ୍‌ ଖୋଲିବ ଆଧୁନିକ ମଦ୍ରାସା

ଡେରାଡୁନ୍‌,୨୨।୫: ଆର୍‌ଏସ୍‌ଏସ୍‌ ପକ୍ଷରୁ ଡେରାଡୁନ୍‌ରେ ଆଧୁନିକ ମଦ୍ରାସା ଖୋଲିବା ଯୋଜନା କରାଯାଇଛି। ଆର୍‌ଏସ୍‌ଏସ୍‌ର ମୁସଲମାନ୍‌ ମଞ୍ଚ ଶାଖା ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି। ମଦ୍ରାସା ପାଇଁ ଆବଶ୍ୟକ ଜମି ମଧ୍ୟ ଆବଣ୍ଟନ କରାଯାଇଥିବା କୁହାଯାଉଛି। ଏହି ମଦ୍ରାସରେ ଧାର୍ମିକ ପୁସ୍ତକ ସହିତ ଯୋଗ ମଧ୍ୟ ଶିକ୍ଷା ଦିଆଯିବ। ଏହାପୂର୍ବରୁ ପଶ୍ଚିମ ଉତ୍ତରପ୍ରଦେଶରେ ୫ଟି ଆଧୁନିକ ମଦ୍ରାସା ଖୋଲା ଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଉତ୍ତରାଖଣ୍ଡରେ ୨ଶହ ୯୭ ମଦ୍ରାସା ରହିଛି। ଏଠାରେ ୨୦ ହଜାର ଶିକ୍ଷାର୍ଥୀଙ୍କୁ ଆବଶ୍ୟକ ଶିକ୍ଷା ଯୋଗାଇ ଦିଆଯାଉଛି।


All Right Reserved By Dharitri.Com

ସ୍ବଚ୍ଛତା ଅଭିଯାନ: ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ ମହାଦେବ ଯାଦବ

ପୁଣେ,୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରଖିଛନ୍ତି। ପୁଣେ ମ୍ୟୁନିସିପାଲିଟିରେ କାମ କରୁଥିବା ମହାଦେବ ଯାଦବ ରାସ୍ତା ଘାଟ ସଫା...

୩୫୮ ଖଣି ଲିଜ୍‌ ବାତିଲ ଆବେଦନ:କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୭(ପି.ଟି.):ସାନି ମୂଲ୍ୟାୟନ କରା ନ ଯାଇ ଦେଶରେ ୩୫୮ରୁ ଅଧିକ ଲୁହାପଥର ଖଣି ବିଭିନ୍ନ କମ୍ପାନୀକୁ ଆବଣ୍ଟନ କରାଯିବା ଅଥବା ଲିଜ୍‌ ମିଆଦ ବୃଦ୍ଧି କିମ୍ବା...

ପ୍ରମୋଦ ମିଶ୍ର, ଡୋଭାଲଙ୍କୁ ଦାୟିତ୍ୱ ବଣ୍ଟନ

ନୂଆଦିଲ୍ଲୀ,୧୭ା୯: ଓଡ଼ିଆ ଅଫିସର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଏବଂ ପି.କେ. ସିହ୍ନା ପ୍ରମୁଖ ଉପଦେଷ୍ଟା ନିଯୁକ୍ତ ହେବା ପରେ...

ଆଜି ଅଟଳଜୀଙ୍କ ଅନୁପସ୍ଥିତି ଅନୁଭବ କରୁଛି: ମେହବୁବା ମୁଫ୍‌ତି

ଶ୍ରୀନଗର,୫ା୮: ଜମ୍ମୁ-କଶ୍ମୀରରେ ଏବେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା। ସୋମବାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ବଡ...

ଦୁର୍ଘଟଣା ରୋକିବା ପାଇଁ ରାତି ସାରା ପାଟ୍ରୋଲିଂ କରୁଛନ୍ତି ମହିଳା

ମୁମ୍ବାଇ,୩।୬: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ବିଳମ୍ବିତ ରାତିରେ ଟ୍ରାଫିକ୍‌ ଚାଲିଯିବା ପରେ ବଢୁଛି ଦୁର୍ଘଟଣା। ଏମିତିକି ପୋଲିସ ପାଟ୍ରୋଲିଂ ନ...

ଚାଲାଣ କାଟିବାରୁ ନିଜ ଗାଡି ପୋଡିଦେଲେ ଅଜଣା ବ୍ୟକ୍ତି

ଇନ୍ଦୋର,୨୩।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ପ୍ରାୟ ସବୁ ରାଜ୍ୟରେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଥିବା ଖବର ପ୍ରତିଦିନ ଆସୁଛି।...

୩୭୦ ଅନୁଚ୍ଛେଦ ଉଠିବା ୩୫ ହଜାର ଶହୀଦଙ୍କ ପ୍ରତି ପ୍ରକୃତ ଶଦ୍ଧାଞ୍ଜଳି

ଅହମ୍ମଦାବାଦ,୩୦।୯:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମାବାର ପୁଣି ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ନେଇ ମତ ରଖିଛନ୍ତି। ଅହମ୍ମଦାବାଦରେ ଆୟୋଜିତ ଆରଏଏଫର ୨୭ତମ ସ୍ଥାପନା...

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

Leave a comment

Your email address will not be published. Required fields are marked *