Posted inଜାତୀୟ

ଜେଲ୍‌ ଗଲେ ଫାରୁକ

ଶ୍ରୀନଗର,୧୬।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍‌ଏ) ଅନୁଯାୟୀ ସୋମବାର ଗିରଫ କରାଯାଇଛି। ଏଥିସହ  ତାଙ୍କୁ ଯେଉଁ ସ୍ଥାନରେ ରଖାଯିବ ତାହାକୁ ଏକ ନିର୍ଦ୍ଦେଶ ଜରିଆରେ ଅସ୍ଥାୟୀ ଜେଲ୍‌ ଭାବେ ଘୋଷଣା କରାଯିବ। ଏହି ଆକ୍ଟ ଅନୁସାରେ କୌଣସି ବ୍ୟକ୍ତିଙ୍କ ଉପରେ ବିନା ମାମଲାରେ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରଖାଯାଇପାରିବ। ଅନ୍ୟପଟେ ଏଆଇଏମ୍‌ଆଇଏମ୍‌ର ଏମ୍‌ପି ଅସବୁଦ୍ଦିନ ଓଓ୍ବେସି କଶ୍ମୀର ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସରକାର ଦାବି କରୁଛନ୍ତି ଜମ୍ମୁ-କଶ୍ମୀରରେ ପରିସ୍ଥିତି ସ୍ବାଭାବିକ ଅଛି ଯଦି ଏହା ଠିକ୍‌ ତେବେ ସେଠାକୁ ଯିବାକୁ ରାଜନୈତିକ ଦଳକୁ କାହିଁକି ଅନୁମତି ନେବାକୁ ପଡ଼ୁଛି।


All Right Reserved By Dharitri.Com

ସମ୍ବିଧାନ ସଂଶୋଧନ ଜରୁରୀ

ନୂଆଦିଲ୍ଲୀ,୨୦ା୬(ପି.ଟି.) : କେନ୍ଦ୍ର ସରକାର ଏକକାଳୀନ ନିର୍ବାଚନ ପାଇଁ ବିଚାର ଆଲୋଚନା ଚଳାଇଥିବାବେଳେ ଏଭଳି ବୃହତ୍‌ ପ୍ରକ୍ରିୟା ସକାଶେ ଆଇନ କମିଶନ ଏକ କଠୋର ଆଇନଗତ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ସରକାର କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୬।୯ : ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ସୋମବାର ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ...

ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ପରଲୋକ

ଚେନ୍ନାଇ,୪।୧: ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଏଆଇଏଡିଏମ୍‌କେ ନେତା ପିଏଚ୍‌ ପାଣ୍ଡିଆନଙ୍କ ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ...

ଭାଙ୍ଗିଲା ଶହେ ବର୍ଷର ପରମ୍ପରା: ଯମୁନାରେ ହେଲାନାହିଁ ଦୁର୍ଗାଙ୍କ ବିସର୍ଜନ

ନୂଆଦିଲ୍ଲୀ,୯।୧୦: ଦୂର୍ଗାପୂଜାକୁ ନେଇ ଏଥର ଇତିହାସ ରଚିଛି ରାଜଧାନୀ ଦିଲ୍ଲୀ। ଶହେ ବର୍ଷର ପରମ୍ପରାକୁ ଭାଙ୍ଗିଛି। ପ୍ରଦୂଷଣକୁ ରୋକିବା ପାଇଁ କୌଣସି ମୂର୍ତ୍ତିକୁ ଯମୁନାରେ ବିସର୍ଜନ...

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା...

ଅସହ୍ୟ ତାତି: ୪୯ ବର୍ଷରେ ନେଇଛି ୧୬ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ, ୧୧।୬: ଦେଶର ୧୫ରୁ ଅଧିକ ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଗରମରେ ୭୨ କୋଟିରୁ ଅଧିକ ଲୋକେ ବ୍ୟତିବ୍ୟସ୍ତ ହେଉଛନ୍ତି। ଏସବୁ...

ହ୍ବାଟ୍ସଆପ୍‌ ସ୍ପାଏଗେଟ୍‌ ଭାଜପା ବିରୋଧରେ କଂଗ୍ରେସର ଅଭିଯୋଗ: ତଦନ୍ତ କରିବେ ୨ ପାର୍ଲାମେଣ୍ଟ କମିଟି

ନୂଆଦିଲ୍ଲୀ,୪ା୧୧(ପି.ଟି.): କଂଗ୍ରେସ ନେତାମାନଙ୍କ ନେତୃତ୍ୱରେ ଦୁଇଟି ପାର୍ଲାମେଣ୍ଟ କମିଟି ହ୍ବାଟ୍ସଆପ୍‌ ଗୋଇନ୍ଦାଗିରି ନେଇ ତଦନ୍ତ କରିବେ। ଏହି ଦୁଇ କମିଟି ସ୍ବରାଷ୍ଟ୍ର ସଚିବଙ୍କ ସମେତ କେତେଜଣ...

ମହାରାଷ୍ଟ୍ରରେ ପ୍ରବଳ ବନ୍ୟା: ୨୭ ମୃତ, ୨ ଲକ୍ଷ ଲୋକ ବିସ୍ଥାପିତ

ପୁଣେ, ୯।୮: ମହାରାଷ୍ଟ୍ରରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏପର୍ଯ୍ୟନ୍ତ ବନ୍ୟାରେ ୨୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାିଛି। କୋହ୍ଲାପୁର,...

Leave a comment

Your email address will not be published. Required fields are marked *