Posted inUncategorized

ଡିଏଲ୍‌ ପରେ ଏବେ ଆର୍‌ସି ଆସିବ ସ୍ମାର୍ଟ କାର୍ଡରେ

ଲକ୍ଷ୍ନୌ,୧୫।୯: ଉତ୍ତର ପ୍ରଦେଶ ସରକାର ଏବେ ଡ୍ରାଇଭିଂ ଲାଇସେନ୍ସ ପରେ ରେଜିଷ୍ଟ୍ରେଶନ ପ୍ରମାଣ ପତ୍ର(ଆର୍‌ସି)କୁ ବି ସ୍ମାର୍ଟ କାର୍ଡ ଭଳି କରିବାକୁ ଯାଉଛନ୍ତି। ଡିଜିଟାଲାଇଜେଶନକୁ ପ୍ରୋତ୍ସାହନ ଦେବାକୁ ଯାଇ ସରକାର ଏବେ ଏହି ପଦକ୍ଷେପ ନେଉଥିବା କୁହାଯାଉଛି। ପରିବହନ ଅଧିକାରୀଙ୍କ କହିବା କଥା ହେଲା ଡିଏଲ୍‌ ଓ ଆର୍‌ସିରେ ବହୁ ପରିମାଣରେ ନକଲ କରାଯାଉଛି। ତେଣୁ ଯାଞ୍ଚ ବେଳେ ଏହା ନକଲି କି ଅସଲି ତାହା ଜାଣିବା କଷ୍ଟକର ହୋଇଯାଉଛି। ଏହା ବତୀତ ଆର୍‌ସି କାଗଜ ପତ୍ର ଝମେଲାରୁ ମୁକ୍ତି ପାଇବାକୁ ମଧ୍ୟ ସ୍ମାର୍ଟ କାର୍ଡର ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ, ଦିଲ୍ଲୀ, ମୁମ୍ବଇ ଭଳି ସହରରେ ବହୁ ପୂର୍ବରୁ ଏହା କରାଯାଇଛି।


All Right Reserved By Dharitri.Com

Posted inUncategorized View All

ଖୋର୍ଦ୍ଧା: ୩୧୭୨ ଲୋକ ପ୍ରଭାବିତ

ଖୋର୍ଦ୍ଧା ଅଫିସ,୨୧।୫: ଅମ୍ଫନ୍‌ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବୁଧବାର ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଲାଗିରହିଥିଲା। ଜିଲାରେ ୩୪.୯୪ ମି.ମି. ବର୍ଷା...

ଛାତ୍ରାବାସରୁ ଖସି ଆସିଥିବା ୪ ଛାତ୍ରଙ୍କୁ ଉଦ୍ଧାର ପରେ ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର

ଜମନକିରା,୧୫।୧୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ପୋଲିସ ରବିବାର ୪ ଛାତ୍ରଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ କୁଚିଣ୍ଡା ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଛି। ଛାତ୍ରମାନେ ହେଲେ...

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର ଅଫିସ୍‌, ୯ା୮-ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁରରୁ ଛତ୍ରପୁରକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ଏବଂ ଜିଲାପାଳଙ୍କ ପ୍ରସ୍ତାବକୁ ନେଇ ବିବାଦ ବଢ଼ିବାରେ ଲାଗିଛି।...

ଭୋଟ ଦେଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି। ଭୋଟ ଦେଇ ବିଭିନ୍ନ...

ଅସୁରକ୍ଷିତ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା, ୨୧।୫(ଡି.ଏନ.ଏ.) ଲୋକଙ୍କୁ ମାଗଣାରେ ଜରୁରିକାଳୀନ ସେବା ଯୋଗାଇବାକୁ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନା। ଏଥିପାଇଁ ଖର୍ଚ୍ଚ ହେଉଛି ବହୁ ଅର୍ଥ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ...

ଆଜିର ଅର୍ଥନୀତି/ ସରକାର ଦିଶାହୀନ

କେନ୍ଦ୍ର ସରକାର ୩ ମେ ଯାଏ ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ଏହା ହେବ ବୋଲି ସମସ୍ତେ ଆଶା କରୁଥିଲେ। ତେବେ ଏହା ପୂର୍ବରୁ...

ଭାରତ ବିରୋଧରେ ଟ୍ରମ୍ପ ମୁହଁ ଖୋଲିଲେ: ଆମେରିକା ମୋଟରସାଇକେଲ ଉପରେ ୫୦% ଟାରିଫ ସ୍ବୀକାର୍ଯ୍ୟ ନୁହେଁ

ଓ୍ବାଶିଂଟନ,୧୨-୬: ଟାରିଫ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ପୁନର୍ବାର ମୁହଁ ଖୋଲି ଚାପ ପକାଇବା ରାଜନୀତି ଆରମ୍ଭ କରିଛନ୍ତି।...

Leave a comment

Your email address will not be published. Required fields are marked *