ଭଦ୍ରକ ଜିଲା ସ୍କୁଲରେ ‘ରାଷ୍ଟ୍ରୀୟ ହିନ୍ଦୀ ଦିବସ’ ପାଳିତ

ଭଦ୍ରକ ଅଫିସ,୧୪।୯: ଭଦ୍ରକ ଜିଲା ସ୍କୁଲ ପରିସରରେ ଶନିବାର ରାଷ୍ଟ୍ରିୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଜିଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥିଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କ ସମେତ ବହୁ ଅତିଥି ଯୋଗଦେଇ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ।


All Right Reserved By

ଆରଡିରେ ୪୦ ହଜାର କାଉଡ଼ିଆଙ୍କ ଜଳଲାଗି

ଆରଡି,୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ିରେ ଶ୍ରାବଣ ମାସ ୩ୟ ସୋମବାରରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଜିଲା...

ସ୍ନାନମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ

ବାରିପଦା ଅଫିସ,୧୬ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତା୍ର ମଧ୍ୟରୁ ସ୍ନାନ ଯାତ୍ରା ହେଉଛି ସ୍ବତନ୍ତ୍ର। ଜ୍ୟୋଷ୍ଠ ପୂର୍ଣ୍ଣିମା ତିଥିରେ ଏହା ପାରମ୍ପାରିକ ରୀତିରେ ପାଳିତ...

ଜୋର ଧରୁଛି ମେଡିକାଲ କଲେଜ ଦାବି

ଫୁଲବାଣୀ ଅଫିସ, ୧୧ା୯- କନ୍ଧମାଳ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିବାରେ ଲାଗିଛି ା ମଙ୍ଗଳବାର ମିଳିତ ନାଗରିକ ମଞ୍ଚ ଏହି ଦାବିକୁ...

ରାଜପଥରୁ କାଠ ବୋଝେଇ ଭ୍ୟାନ୍‌ ଜବତ

ରୂପ୍‌ସା, ୧୨।୯(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ରୂପ୍‌ସା ଥାନା ନିକଟରୁ ବୁଧବାର ରାତିରେ ପୋଲିସ ଏକ ଚୋରା କାଠ ବୋଝେଇ ଭ୍ୟାନ୍‌ (ନଂ. ଡବ୍ଲ୍ୟୁବି-୧୧ଡି-୦୯୩୭) ଜବତ...

ଅତାବିରା ବିଧାନସଭାରେ ସ୍ନେହାଙ୍ଗିନୀ ଛୁରିଆ ଆଗୁଆ

ଅତାବିରା,୨୩।୫: ଅତାବିରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଗରେ ଅଛନ୍ତି। ସ୍ନେହାଙ୍ଗିନୀ ୧୭୮୧୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ୧୩୧୦୯...

ରାସ୍ତାକଡ ଡ୍ରେନ୍‌ରୁ ଷଣ୍ଢ ଉଦ୍ଧାର

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.)- ଦିଗପହଣ୍ଡି ଏନଏସି ୧ନଂ. ୱାର୍ଡ ନୀଳକଣ୍ଠ ନଗର ପ୍ରଥମ ଲେନରେ ନବନିର୍ମିତ ଡ୍ରେନ୍‌କୁ ବୁଧବାର ସକାଳେ ଏକ ଷଣ୍ଢ ଖସିପଡିଥିଲା। ଏନେଇ ସ୍ଥାନୀୟ ଲୋକେ...

ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୨ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ

ଭଦ୍ରକ ଅଫିସ,୬ା୬- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୨ ଦିବ୍ୟାଙ୍ଗ ଯୁବକଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଜ୍ଞାନରଞ୍ଜନ...

ବସ୍‌ ବାଇକ୍‌ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ୨ ମୃତ

ଦେବଗଡ଼,୯।୭(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *