Posted inଜାତୀୟ

କାଚ ଖାଇ ବଞ୍ଚୁଛନ୍ତି ଓକିଲ ବାବୁ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କାଚ ଖାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଶାହପୁରା ଗଁାରେ ରହୁଥିବା ଦୟାରାମ ସାହୁ ଗତ ୪୦ରୁ ୪୫ ବର୍ଷ ହେବ ସେ କାଚକୁ ଖାଦ୍ୟ ରୂପେ ଗ୍ରହଣ କରିଛନ୍ତି। ଦୟାରାମ ପେଶାରେ ଓକିଲ ଥିବା ବେଳେ ଏହା ତାଙ୍କର ଏକ ବଦଭ୍ୟାସ ବୋଲି କହିଛନ୍ତି। ଏହି ଅଭ୍ୟାସ ଯୋଗୁ ତାଙ୍କର ଦାନ୍ତ ସବୁ ଖରାପ୍‌ ହୋଇଯାଇଛି। ଏହା ବହୁ ବିପଦପୂର୍ଣ୍ଣ ହୋଇଥିବାରୁ ଏବେ ଏହାକୁ ଖାଇବା କମ୍‌ କରିଦେଇଛନ୍ତି ବୋଲି ଦୟାରାମ କହିଛନ୍ତି। ଅନ୍ୟପଟେ କାଚ ଖାଇବା ନେଇ ତାଙ୍କ ପରିବାର ଲୋକେ ଯେତେ ମନା କଲେ ମଧ୍ୟ ସେ କାହାରି କଥା ଶୁଣି ନ ଥିଲେ। ଶେଷରେ ଦୟାରାମଙ୍କ ସ୍ତ୍ରୀ ତାଙ୍କ ପାଇଁ କାଚ ଯୋଗାଡ଼ କରିଥାନ୍ତି ବୋଲି ସେ କହିଛନ୍ତି।


All Right Reserved By Dharitri.Com

୩ ନୂଆ କ୍ୟାବିନେଟ କମିଟି ଗଠିତ: ବିକାଶ, ନିଯୁକ୍ତି, ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୬ : ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ନୂତନ କର୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ...

ଡିଏଲ୍‌ ବା ଆର୍‌ସି ନ ଥିଲେ ତୁରନ୍ତ ଟ୍ରାଫିକ ପୋଲିସ କାଟି ପାରିବନି ଚାଲାଣ

ନୂଆଦିଲ୍ଲୀ,୫।୯: ଏବେ ନୂଆ ମୋଟର ଯାନ ନିୟମ ଅନୁଯାୟୀ ଲୋକେ ପୂର୍ବାପେକ୍ଷା ବହୁଗୁଣା ଅଧିକ ଜରିମାନା ଦେଉଥିବା ଗତ ୩ ଦିନ ହେବ ଦେଖିବାକୁ ମିଳିଛି।...

ମୋଦି ବିଦେଶରେ ସମ୍ମାନ ପାଇବା ଯୋଗ୍ୟ: ଥରୁର

ପୁଣେ,୨୩ା୯(ପି.ଟି.): ମୋଦି ନେତୃତ୍ୱାଧୀନ ସରକାରଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।...

ରୂପକୁଣ୍ଡ କଙ୍କାଳର ରହସ୍ୟ ଜଣାପଡ଼ିଲା

ହାଇଦ୍ରାବାଦ:ହିମାଳୟରେ ବହୁ ପ୍ରାକୃତିକ ହ୍ରଦ ଓ କୁଣ୍ଡ ମଧ୍ୟରେ ରୂପକୁଣ୍ଡ ହ୍ରଦ ପୂରା ଭିନ୍ନ। ହିମାଳୟର ୫,୦୨୯ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭିତରେ...

ନେହେରୁ ଏବଂ ଦେବଗୌଡ଼ା ପରି ମୋଦି ମଧ୍ୟ କରୁଛନ୍ତି ଶୀର୍ଷାସନ

ନୂଆଦିଲ୍ଲୀ,୧୬।୫: ଦେଶର ୩ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କେତେକ ସମାନତା ରହିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ଏଚ.ଡି....

ନୀତୀଶଙ୍କ ମୁଜାଫରପୁର ଗସ୍ତ: ଲୋକେ କହିଲେ ଫେରିଯାଅ ମୁଖ୍ୟମନ୍ତ୍ରୀ

ପାଟନା, ୧୮।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରପୁର ଗସ୍ତ କରିଛନ୍ତି। ତେବେ...

ଭାରତର ହଳଦୀ ଦ୍ୱାରା କ୍ୟାନ୍‌ସର ଚିକିତ୍ସା ଜ୍ଞାନକୌଶଳକୁ ମିଳିଲା ଆମେରିକା ପାଟେଣ୍ଟ୍‌

ଥିରୁଭାନନ୍ତପୁରମ୍‌,୧୫।୧: କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥାଏ। ଆଧୁନିକ ଜ୍ଞାନକୌଶଳରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଛି। ତେବେ ମଧ୍ୟ...

ଫିରୋଜାବାଦ୍‌ ରାଲିରେ ନୀତୀନ ଗଡ଼କରୀଙ୍କ ନୂଆ ଟ୍ରାଫିକ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ କଲେ ଭାଜପା କର୍ମୀ

ଲକ୍ଷ୍ନୌ,୧୦।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ତେବେ ନିୟମକୁ ବେଖାତିର କରି...

Leave a comment

Your email address will not be published. Required fields are marked *