ବୈଠକରେ ଯୋଗ ଦେଲାନି ହେଲେ ରାତ୍ର ଭୋଜନ ପାଇଁ ପହଞ୍ଚିଲା ଦରିଦ୍ର ପାକିସ୍ତାନ

ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀର ମାମଲାକୁ ନେଇ ପାକିସ୍ତାନ ଯେଉଁଭଳି ବିରୋଧୀ ମତ ଦେଉଛି ତା’ର ଏକ ସ୍ପଷ୍ଟ ଚିତ୍ର ପୁଣି ଦେଖିବାକୁ ମିଳିଛି। ନିଜର ପୂର୍ବ ପ୍ରକୃତିକୁ ନେଇ ଏବେ ବଦନାମ ହୋଇଛି ପାକିସ୍ତାନ। ଭାରତ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଦୁଇ ଦିବସୀୟ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ର ସୈନ୍ୟ ଚିକିତ୍ସା ସମ୍ମିଳନୀରେ ପାକିସ୍ତାନର ପ୍ରତିନିଧି ମଣ୍ଡଳ ସାମିଲ ହୋଇ ନ ଥିଲେ। ହେଲେ ଯେତେବେଳେ ରାତ୍ର ଭୋଜନର ସମୟ ହେଲା ସେତେବେଳେ ପାକିସ୍ତାନର ଅଧିକାରୀମାନେ ପହଞ୍ଚିଯାଇଥିଲେ। ପାକିସ୍ତାନର ଏଭଳି ଆଚରଣ ଦେଖିବା ପରେ ତାକୁ ଦରିଦ୍ର ବୋଲି ସମାଲୋଚନା କରାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ୨୭ ଅନ୍ତରାଷ୍ଟ୍ରୀୟ ଓ ୪୦ ଭାରତୀୟ ପ୍ରତିନିଧିମଣ୍ଡଳ ଯୋଗ ଦେଇଥିଲେ।


All Right Reserved By Dharitri.Com

ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର...

ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର...

ନାଚ ଗୀତ ମାଧ୍ୟମରେ ମନ ଭୁଲାଇବାକୁ ଚାହୁଁଛନ୍ତି କରୋନାଭାଇରସ ସଂକ୍ରମିତ !

ବେଜିଂ,୧୩।୨: କରୋନାଭାଇରସରେ ଏବେ ଚାଇନାରେ ମୃତ୍ୟୁସଂଖ୍ୟା ୧୩ଶହ ଛୁଇଁଲାଣି। ବେଳକୁ ବେଳ କରୋନାଭାଇରସରେ ମୃତ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଚାଇନାର ଉହାନ ସହରରେ...

ଦୁନିଆରେ ହାହାକାର: ବିପଦରେ ମାନବାଧିକାର; ୧୧୯ ଦେଶରେ ଲୋକଙ୍କ ସ୍ବାଧୀନତା ଉପରେ ପହରା

ଓ୍ବାଶିଂଟନ,୧୦।୧୨: ପ୍ରତିବର୍ଷ ଡିସେମ୍ବର ୧୦ରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଥାଏ। ଲୋକଙ୍କ ମଧ୍ୟରେ ମାନବାଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହା କରାଯାଇଥାଏ। ତେବେ...

ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି...

ୟେମେନ୍‌ରେ ଅଲ୍‌-କାଏଦା ଆକ୍ରମଣ: ୧୯ ସୈନିକ ମୃତ

ସାନା,୩।୮: ୟେମେନ୍‌ରେ ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ୧୯ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ କିଛି ସୈନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ...

ମାନବ ମସ୍ତିଷ୍କ କୋଷିକା ପ୍ରତିରୋପଣ କରି ମାଙ୍କଡ଼କୁ କରାଯିବ ବୁଦ୍ଧିଆ: ଚାଇନାରେ ହେଉଛି ଗବେଷଣା

ବେଜିଂ,୪।୭: ମାନବ ମସ୍ତିଷ୍କ କୋଷିକା ମାଙ୍କଡ଼ଠାରେ ପ୍ରତିରୋପଣ କରାଯାଇ ଏହାକୁ ବୁଦ୍ଧିଆ କରାଯିବ। ଏନେଇ ଚାଇନାରେ ଗବେଷକମାନେ ନାନା ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ମାଙ୍କଡ଼ଠାରେ ସଫଳତା...

ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବା ସମ୍ଭାବନା !

ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ...

Leave a comment

Your email address will not be published. Required fields are marked *